ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ । ଅଧିକ ପଢନ୍ତୁ...

truck-accident-in-baripada-1-death-people-road-block-for-compansession
ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର-ଉତ୍ତ୍ୟକ୍ତ ଲୋକଙ୍କ ଟ୍ରକ ଭଙ୍ଗାରୁଜା, ରାସ୍ତାରୋକ
author img

By

Published : Feb 5, 2020, 9:06 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ ।

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର-ଉତ୍ତ୍ୟକ୍ତ ଲୋକଙ୍କ ଟ୍ରକ ଭଙ୍ଗାରୁଜା, ରାସ୍ତାରୋକ

ରାସ୍ତାକଡରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଇଟା ବୋଝେଇ ଟ୍ରକ । ଏଥିରେ ବଡାମପୁର ଗ୍ରାମର ପଦ୍ମଲୋଚନ ପଣ୍ଡା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲାବେଳେ ରାଜୁ ଆହତ ହୋଇଛନ୍ତି । ତେବେ ଟ୍ରକଟି ଦୁର୍ଘଟଣା ଘଟାଇବା ପରେ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ଉତ୍ତ୍ୟକ୍ତ ଲୋକେ ଟ୍ରକଟିକୁ ମାଣିଦା ଛକ ନିକଟରେ ଅଟକାଇ ଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଖସିଯିବାବେଳେ ଲୋକେ ଡ୍ରାଇଭରକୁ ଧରି ମାଡ ମାରିଥିଲେ । ତେବେ ବଡାମପୁର ଫାଣ୍ଡି ଅଧିକାରୀ ବଲ୍ଲଭ ଚନ୍ଦ୍ର ରାଉତ ଡ୍ରାଇଭରକୁ ଘଟଣାସ୍ଥଳରୁ ଫେରାର କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରିବା ସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଥିଲେ । ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଅବୋରଧ ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକରେ ଟ୍ରକ ଦୁର୍ଘଟଣା ରେ ଜଣେ ମୃତ, ଜଣେ ଗୁରୁତର। ଉତ୍ତକ୍ତ ଲୋକଙ୍କ ଟ୍ରକ ଭଙ୍ଗାରୁଜା ବଡାମପୁର ଫାଣ୍ଡି ସମ୍ମୁଖରେ ରାସ୍ତାରୋକ, ଅଧିକ ପଢନ୍ତୁ......Body:ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ବୋଧି ଛକ ନିକଟରେ ସଡକ ଦୁର୍ଘଟଣା। ରାସ୍ତାକଡରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡିଗଲା ଇଟା ବୋଝେଇ ଟ୍ରକ ଘଟଣାସ୍ଥଳରେ ଜଣେ ମୃତ ଜଣେ ଗୁରୁତର। ମୃତକ ଜଣଙ୍କ ହେଲେ ବଡାମପୁର ଗ୍ରାମର ପଦ୍ମଲୋଚନ ପଣ୍ଡା ଏବଂ ଗୁରୁତର ଜଣଙ୍କ ହେଲେ ରାଜୁ । ତେବେ ଟ୍ରକ ଟି ଦୁର୍ଘଟଣା ଘଟାଇବା ପରେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଟ୍ରକ ଟିକୁ ମାଣିଦା ଛକ ନିକଟରେ ଅଟକାଇ ଥିଲେ। ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଖସି ଯାଉଥିବା ବେଳେ ଲୋକେ ଡ୍ରାଇଭର ଙ୍କୁ ମାଡ ମାରିଥିଲେ ତେବେ ଘଟଣାସ୍ଥଳରେ ବଡାମପୁର ଫାଣ୍ଡି ଅଧିକାରୀ ବଲ୍ଲଭ ଚନ୍ଦ୍ର ରାଉତ ଡ୍ରାଇଭର କୁ ଘଟଣାସ୍ଥଳରୁ ଫେରାର କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ତେବେ ଫାଣ୍ଡି ଅଧିକାରୀ ଙ୍କୁ ତୁରନ୍ତ ସସପେଣ୍ଡ କରିବା ସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଙ୍କ ପରିବାର ବର୍ଗ କୁ କ୍ଷତିପୂରଣ ଦାବିରେ ବଡାମପୁର ଗ୍ରାମବାସୀ ଫାଣ୍ଡି ସମ୍ମାରେ ରାସ୍ତା ଅବରୋଧ କରିଛନ୍ତି। ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଅବୋରଧ ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାରୁ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ବାଇଟ-୧-ଶ୍ୟାମାନନ୍ଦ ରାଉତ- ବଡାମପୁର ଗ୍ରାମବାସୀ

ବାଇଟ-୨-ଗଣେଶ୍ବର ବେହେରା-ଗ୍ରାମବାସୀ

ବାଇଟ-୩-କୃଷ୍ଣଚନ୍ଦ୍ର ପଲେଇ-ଥାନା ଅଧିକାରୀ-ରାସଗୋବିନ୍ଦପୁରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.