ETV Bharat / state

ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ - ବାରିପଦା ତକତପୁର

ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ଭୁବନେଶ୍ବର ଅଭିମୁଖେ ଆରମ୍ଭ ହୋଇଥିବା ପଦଯାତ୍ରାର ସମାପ୍ତି ହୋଇଛି । ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ଆଗାମୀ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ପ୍ରତ୍ରିଶ୍ରୁତି ଦେବାପରେ ପଦଯାତ୍ରାରୁ ଓହରି ଥିଲେ ।

ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ
author img

By

Published : Nov 6, 2019, 1:16 AM IST

ବାରିପଦା: ଓଡିଶା ବିଦ୍ୟାଳୟର 150ରୁ ଉର୍ଦ୍ଧ୍ବ ଇଣ୍ଟିଗ୍ରେଟେଡ ବିଇଡି ଏବଂ ଏମଇଡି ଛାତ୍ରଛାତ୍ରୀଙ୍କ ପଦଯାତ୍ରା । ବାରିପଦା ତକତପୁରରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ତେବେ ଅଭିଯୋଗ ଅନୁଯାୟୀ ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓ ଟି ଇ ଟି ଏବଂ ଓ ଏସ ଟି ଇ ଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବାରୁ ମଙ୍ଗଳବାର ପଦଯାତ୍ରା ଆରମ୍ଭ କରିଥିଲେ ।

ପ୍ରତିଶୃତି ପରେ ଛାତ୍ରଛାତ୍ରୀଙ୍କ ପଦଯାତ୍ରା ସମାପ୍ତ

ଏନେଇ ବିଭିନ୍ନ ସମୟରେ ସରକାରଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବାରୁ ବାଧ୍ୟ ହୋଇ ପଦଯାତ୍ରାରେ ବାହାରିଥିଲେ । ତେବେ ପଦଯାତ୍ରା ଆରମ୍ଭ ହେବାପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ସହ ଆଗାମୀ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ପ୍ରତ୍ରିଶ୍ରୁତି ଦେବାପରେ ପଦଯାତ୍ରାରୁ ଓହରି ଥିଲେ । ଅନପକ୍ଷରେ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଲିଖିତ ପ୍ରତ୍ରିଶ୍ରୁତି ମଧ୍ୟ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଉତ୍ତର ଓଡିଶା ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ intigrated ବି ଇ ଡି ଏବଂ ଏମ ଇ ଡି ଛାତ୍ର ଛାତ୍ରୀ ଙ୍କ ପଦଯାତ୍ରା - ବାରିପଦା ତକତପୁର ରେ ଥିବା ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ସମ୍ମୁଖରୁ ବାହାରି ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ - ତେବେ ଅଭିଯୋଗ ଅନୁଯାୟୀ ବିଶ୍ବ ବିଦ୍ୟାଳୟରୁ ପାସ ହେବା ପରେ ଓ ଟି ଇ ଟି ଏବଂ ଓ ଏସ ଟି ଇ ଟି ଯୋଗ୍ୟତା ପରୀକ୍ଷା ଦେବାରୁ ବଂଚିତ ହେଉଥିବାରୁ ଆଜି ପଦଯାତ୍ରା ଆରମ୍ଭ କରିଥିଲେ - ଏ ନେଇ ବିଭିନ୍ନ ସମୟରେ ସରକାର ଙ୍କୁ ଜଣାଇଥିଲେ ବି ରାଜ୍ୟ ସରକାର କର୍ଣ୍ଣପାତ କରି ନଥିବା ଆଜି ବାଧ୍ୟ ହୋଇ ପଦଯାତ୍ରା ରେ ବାହାରିଥିଲେ - ତେବେ ପଦଯାତ୍ରା ଆରମ୍ଭ ହେବା ପରେ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିବା ସହ ଆଗାମୀ ତିନି ଦିନ ମଧ୍ୟରେ ସମସ୍ୟା ର ସମାଧାନ ପ୍ରତ୍ରିଶ୍ରୁତି ଦେବା ପରେ ପଦଯାତ୍ରା ରୁ ଓହରିଥିଲେ ଛାତ୍ରଛାତ୍ରୀ- ଅନ୍ୟପକ୍ଷରେ ଜିଲ୍ଲାପାଳ ଲିଖିତ ପ୍ରତ୍ରିଶ୍ରୁତି ମଧ୍ୟ ଦେଇଛନ୍ତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.