ETV Bharat / state

ଡାକ୍ତରଙ୍କ ଘର କୂଅ ଭିତରୁ ନାଗ ସାପ ଉଦ୍ଧାର

author img

By

Published : Sep 24, 2020, 7:42 PM IST

ବାରିପଦା ସହର ସୁନାମୁହିଁ ଅଞ୍ଚଳରେ ଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ ଘର କୂଅ ଭିତରୁ ନାଗସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ । ଅଧିକ ପଢନ୍ତୁ..

ଡାକ୍ତରଙ୍କ ଘର କୂଅ ଭିତରୁ ନାଗ ସାପ ଉଦ୍ଧାର
ଡାକ୍ତରଙ୍କ ଘର କୂଅ ଭିତରୁ ନାଗ ସାପ ଉଦ୍ଧାର

ବାରିପଦା: ସହର ସୁନାମୁହିଁରେ ରହୁଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ରଙ୍କ କୂଅ ଭିତରୁ ନାଗ ସାପ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ। ଡାକ୍ତର ଆଶୁତୋଷ ନାଗ ସାପକୁ କୂଅ ଭିତରେ ପଡିଥିବା ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।

ଡାକ୍ତରଙ୍କ ଘର କୂଅ ଭିତରୁ ନାଗ ସାପ ଉଦ୍ଧାର

ଖବର ପାଇ ସ୍କେକ ହେଲ୍ପ ଲାଇନର ଦୁଇ ଜଣ ସଦସ୍ୟ କ୍ରିଷ୍ଣା ଗୋଛାୟତ ଓ ତାଙ୍କ ସ୍ତ୍ରୀ ସସ୍ମିତା ଗୋଛାୟତ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ କୂଅ ଭିତରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ସାପକୁ ଅନେକ ଲୋକ ଭୟ କରୁଥିବାବେଳେ ସ୍ନେକ ହେଲ୍ପ ଲାଇନର ମହିଳା ସଦସ୍ୟ ସସ୍ମିତା ଗୋଛାୟତ ସାହାସିକତାର ସହ ନାଗସାପକୁ ଉଦ୍ଧାର କରିଛନ୍ତି । ସସ୍ମିତାଙ୍କ ସାହାସିକତାକୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.