ETV Bharat / state

ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ - mayurbhanj news

ବାରିପଦା ଶ୍ରୀ ମା ମହିଳା ମହାବିଦ୍ୟାଳୟରେ ଅଘଟଣ । ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ପ୍ରତିକ୍ରିୟାରେ 10ରୁ ଅଧିକ ଛାତ୍ରୀ ଅସୁସ୍ଥ । ଅଧିକ ପଢନ୍ତୁ...

od_mbj_student ill in mayurbhanj
ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ
author img

By

Published : Feb 10, 2020, 10:05 PM IST

ବାରିପଦା: ବାରିପଦା ଶ୍ରୀ ମା ମହିଳା ମହାବିଦ୍ୟାଳୟରେ ଅଘଟଣ । ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ପ୍ରତିକ୍ରିୟାରେ 10ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଭର୍ତ୍ତି 4 ଛାତ୍ରୀ ହେଲେ ଅଭିଲିପ୍ସା ବେହେରା, ଜ୍ୟୋସ୍ନା ଦାସ, ପ୍ରିୟଙ୍କା ଖିଲାର ଓ ମୋନାଲିସା ମହାନ୍ତି ।

ପ୍ରାକ୍ଟିକାଲ ବେଳେ ରାସାୟନିକ ଗ୍ୟାସ ନିର୍ଗତ ହୋଇ ଛାତ୍ରୀ ଅସୁସ୍ଥ

ଶ୍ରୀ ମା ମହିଳା ମହାବିଦ୍ୟାଳୟର +2ଛାତ୍ରୀଙ୍କ ପଦାର୍ଥ ବିଜ୍ଞାନର ପ୍ରାକ୍ଟିକାଲ ଚାଲିଥିବା ସମୟରେ ହଠାତ କୌଣସି କାରଣରୁ ରାସାୟନିକ ଗ୍ୟାସ ନିର୍ଗତ ହୋଇଥିଲା । ଏହି ବିଷାକ୍ତ ଗ୍ୟାସର ପ୍ରତିକ୍ରିୟା ଫଳରେ ଅନେକ ଛାତ୍ରୀ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି ହେବାରୁ ତାଙ୍କୁ ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟ ରେ ପ୍ରାକ୍ଟିକାଲ ସମୟରେ ରାସାୟନିକ ଗ୍ୟାସ ର ପ୍ରତ୍ରିକ୍ରିୟା ଚାରିଜଣ ଛାତ୍ରୀ ଙ୍କୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି।Body:ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ର ପ୍ରାକ୍ଟିକାଲ ସମୟରେ ରାସାୟନିକ ପଦାର୍ଥ ପ୍ରତିକ୍ରିୟା ଫଳରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚାରି ଜଣ ଛାତ୍ରୀ ଙ୍କୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଶ୍ରୀମା ମହିଳା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଛାତ୍ରୀଙ୍କ ପଦାର୍ଥ ବିଜ୍ଞାନର ପ୍ରାକ୍ଟିକାଲ ଚାଲିଥିବା ସମୟରେ ହଠାତ କୋଣସି କାରଣରୁ ରାସାୟନିକ ଗ୍ୟାସ ନିର୍ଗତ ହୋଇଥିଲା।ଏହି ବିଷାକ୍ତ ଗ୍ୟାସର ପ୍ରତିକ୍ରିୟା ଫଳରେ ଅନେକ ଛାତ୍ରୀ ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇଯାଇ ଥିଲେ। ଏମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ରୀ ନିଶ୍ୱାସ ନେବା ରେ କଷ୍ଟ ଅନୁଭବ କରିବା ସହ ବାନ୍ତି ହେବାରୁ ତାଙ୍କୁ ପି ଆର ଏମ ମେଡିକାଲ କଲେଜ ଅଣ୍ଡ ହସ୍ପିଟାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତ ଛାତ୍ରୀ ସୁସ୍ଥ ଥିବା ଜଣାପଡିଛି।ପି ଆର ଏମ୍ ମେଡ଼ିକାଲ କଲେଜ ରେ ଚିକିତ୍ସିତ ହେଉଥିବା ଛାତ୍ରୀ ମାନେ ହେଲେ ଅଭିଲିପସା ବେହେରା , ଜ୍ୟୋଷ୍ଣା ଦାସ ,ପ୍ରିୟଙ୍କା ଖିଲାଡ଼ ଓ ମୋନାଲିଶା ମହାନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.