ETV Bharat / state

ମୟୁରଭଞ୍ଜରେ ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସ୍ବୟଂ ସହାୟକ ଗୋଷ୍ଠୀ

ଅସହାୟଙ୍କୁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମୌଦା ପଞ୍ଚାୟତର ଓମ୍ ଶାନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଓ ବଡମୌଦା ଗ୍ରାମର କିଛି ଯୁବ ସମାଜସେବୀ । ଯୋଗାଉଛନ୍ତି ଖାଦ୍ୟ ଓ ବାଣ୍ଟୁଛନ୍ତି ମାସ୍କ । ଅଧିକ ପଢନ୍ତୁ...

ମୟୁରଭଞ୍ଜରେ ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସ୍ବୟଂ ସହାୟକ ଗୋଷ୍ଠୀ
ମୟୁରଭଞ୍ଜରେ ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସ୍ବୟଂ ସହାୟକ ଗୋଷ୍ଠୀ
author img

By

Published : Apr 22, 2020, 8:34 PM IST

ମୟୂରଭଞ୍ଜ: ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଜାରି ରହିଛି ଉଦ୍ୟମ। ତେବେ ଲକଡାଉନ୍ ଯୋଗୁଁ ବିଶେଷ ପ୍ରଭାବିତ ହେଉଛନ୍ତି ଗରିବ ଓ ଖଟିଖିଆ। ଭଲ ଭାବରେ ଖାଇବା ପାଇଁ ମଧ୍ୟ ଗୋଟିଏ ଓଳି ପାଉନାହାନ୍ତି ଏମାନେ। ଏପରି ଅସହାୟଙ୍କୁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡମୌଦା ପଞ୍ଚାୟତର ଓମ୍ ଶାନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଓ ବଡମୌଦା ଗ୍ରାମର କିଛି ଯୁବ ସମାଜସେବୀ।

ମୟୁରଭଞ୍ଜରେ ଅସହାୟଙ୍କୁ ସହଯୋଗର ହାତ ବଢାଇଲା ସ୍ବୟଂ ସହାୟକ ଗୋଷ୍ଠୀ

ଲକଡାଉନ ଲାଗୁ ହେବାଠାରୁ ପ୍ରତିଦିନ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଆସୁଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀର ମିହିଳା ଓ ସମାଜସେବୀ । ଏହାସହ ବଡମୌଦା ପଞ୍ଚାୟତରେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାସ୍କ ମଧ୍ୟ ପ୍ରଦାନ କରାଯାଇଛି । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହଯୋଗର ହାତ ବଢ଼ାଇ ଏମାନେ ମାନବିକତାର ପରିଚୟ ଦେଇଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.