ETV Bharat / state

ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଏନଏଚ୍ ଅବରାେଧ, ଯାତାୟାତ ବାଧାପ୍ରାପ୍ତ - investigation

ବୃଦ୍ଧଙ୍କ ମୃତ୍ୟୁକୁ କେନ୍ଦ୍ର କରି 18 ନମ୍ବର ଜାତୀୟ ରାଜପଥ ଅବରୋଧ । ହତ୍ୟା ଅଭିଯୋଗ ଆଣିଲେ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 11, 2019, 11:44 AM IST

ବାରିପଦା: 18 ନମ୍ବର ଜାତୀୟ ରାଜପଥକୁ ଅବରୋଧ । ଜଣେ ବୃଦ୍ଧଙ୍କ ମୃତ୍ୟୁକୁ କେନ୍ଦ୍ର କରି ବାଙ୍ଗରିପୋଷି କୁଳିଆଣା ଥାନା ଅଞ୍ଚଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଘଣ୍ଟାଏ ଧରି ରାଜପଥରେ ଗମନାଗମନ ଠପ ହୋଇଥିଲା । ପରେ ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନା ମୁତାବକ, ବାଙ୍ଗରିପୋଷି ବ୍ଲକ ଜଗନ୍ନାଥ ଖୁଣ୍ଟା ଉଚ୍ଚ ବିଦ୍ୟାଳୟ ନିକଟରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ କୁଳିଆଣା ଥାନା ଅନ୍ତର୍ଗତ କୁଇଲିସୁତା ଗ୍ରାମର ଅକ୍ଷୟ କୁମାର ନାୟକ (୫୫) । ତେବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଜନତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲା କୁଳିଆଣା ପୋଲିସ । ମୃତଦେହ ଉଦ୍ଧାର ସହ ଶବ ଵ୍ୟଵଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-ROAD CLOSED
AVO-MRUTYUNJAY SENAPATI,MAYURBHANJ
DATE-11.05.2019
ANCHOR-ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ଜଗନ୍ନାଥ ଖୁଣ୍ଟା ଉଚ୍ଚ ବିଦ୍ୟାଳୟ ନିକଟରେ ଆଜି ସକାଳୁ  ଏକ ବୃଦ୍ଧା ର ମୃତୁ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ହେଲେ କୁଳିଆଣା ଥାନା ଅନ୍ତର୍ଗତ କୁଇଲି ସୁତା ଗ୍ରାମ ରୋ ଅକ୍ଷୟ କୁମାର ନାୟକ (୫୫)ପିତା, ସୁଧୀର ନାୟକ । ବୃଦ୍ଧ ଙ୍କ ମୃତ ଦେହ କୁ ଉଦ୍ଧାର ପରେ ସ୍ଥାନୀୟ ଉତ୍ୟକ୍ତ ଲୋକେ ବୃଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ କରି  18 ନଂ ଜାତୀୟ ରାଜପଥ ଦୀର୍ଘ ଏକ ଘଣ୍ଟା ଧରି ଅବରୋଧ କରିଥିଲେ ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ଓ  ଶବ ଵ୍ୟଵଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ  ମେଡିକାଲ କଲେଜ କୁ ପଠାଯାଇଛି ।ପରିବାର ଲୋକଙ୍କ କହିବା ମୁତାବକ ତାଙ୍କୁ କିଏ ହତ୍ୟା କରିଥାଇ ପାରେ ବୋଲି ପ୍ରକାଶ କରିଛନ୍ତି।
VISUAL FTP
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.