ETV Bharat / state

ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

author img

By

Published : Feb 15, 2020, 11:42 AM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ଦାରଗାଡାହିରେ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ସହ ମୃତଦେହକୁ ଜବତ କରିଛି । ଅଧିକ ପଢନ୍ତୁ...

road-accident-in-baripada-1-death
ବାରିପଦା ହାଇୱା ଧକ୍କାରେ ଜଣେ ବାଇକ ଆରୋହି ମୃତ

ବାରିପଦା: ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ଦାରଗାଡାହି ଗୋଳେଇରେ ସଡ଼କ ଦୁର୍ଘଟଣା । ରାଜପଥର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ବାରମ୍ବାର ଦୁର୍ଘଟଣା ଘଟି ଯାଉଛି ଜୀବନ ।

ମୟୂରଭଞ୍ଜ ଜିଲ୍ଲାରେ ମରଣଯନ୍ତା ପାଲଟିଛି ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ । ଶନିବାର ବାରିପଦା ସହର ଦାରୋଗାଡ଼ାହି ଗୋଲେଇ ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ହାଇୱା ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାରିପଦା ସହର ୨୧ ନମ୍ବର ୱାର୍ଡର ରୋହିତ କୁମାର ବାରିକ । ରୋହିତ ନିଜର ବାଇକରେ ରାଜପଥ ପାର୍ଶ୍ଵ ଗ୍ରାଣ୍ଡ ଗଳିରୁ ବାରିପଦା ସହରକୁ ଆସୁଥିଲେ । ଏହି ସମୟରେ ହାଇୱା ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ସହ ମୃତଦେହକୁ ଜବତ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.