ETV Bharat / state

ଜିଲ୍ଲାପାଳଙ୍କ ସରକାରୀ ବାସଭବନରୁ ବିରଳ ସାପ ଉଦ୍ଧାର - ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ

ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ବାରିପଦା ସ୍ଥିତ ସରକାରୀ ବାସଭବନରେ ସାପ। ସାପଟିର ନାଁ ହେଲା ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି।

ଜିଲ୍ଲାପାଳଙ୍କ ସରକାରୀ ବାସଭବନରୁ ବିରଳ ସାପ ଉଦ୍ଧାର

author img

By

Published : Jun 13, 2020, 7:59 PM IST

Updated : Jun 13, 2020, 8:21 PM IST

ବାରିପଦା: ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପାଚେରୀ ଭିତରୁ ବିରଳ ସାପ ଉଦ୍ଧାର। ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ। ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ବାରିପଦା ସ୍ଥିତ ସରକାରୀ ବାସ ଭବନରେ ସାପ।

ଜିଲ୍ଲାପାଳଙ୍କ ସରକାରୀ ବାସଭବନରୁ ବିରଳ ସାପ ଉଦ୍ଧାର

ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ଥିବା ପାଚେରୀ ଭିତରୁ ବିରଳ ସାପ ଉଦ୍ଧାର। ଜିଲ୍ଲାପାଳଙ୍କ ସରକାରୀ ବାସ ଭବନରେ ଥିବା କର୍ମଚାରୀମାନେ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନର ସଦସ୍ୟ କ୍ରିଷ୍ଣା ଗୋଚ୍ଛାୟାତ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନରେ ପହଞ୍ଚି ପାଚେରୀ ଭିତରୁ ସାପଟିକୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ହୋଇଥିବା ସାପଟି ବିରଳ ପ୍ରଜାତିର ଏବଂ ସାପଟିର ନାମ ତମ୍ବା ମୁଣ୍ଡିଆ ଟ୍ରିଙ୍କେଟ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jun 13, 2020, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.