ETV Bharat / state

ବ୍ଲିଚିଂ ସ୍ପ୍ରେ ଦ୍ବାରା ସାନିଟାଇଜ ହେଲା ରାଇରଙ୍ଗପୁର - କୋରୋନା ଭାଇରସ ଖବର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ବ୍ଲିଚିଂ ସ୍ପ୍ରେ କରି ସାନିଟାଇଜ କରାଯାଇଛି । ସହରର ସମସ୍ତ ମୁଖ୍ୟ ରାସ୍ତା ସହ ବଜାର ଗଳିକନ୍ଦି ବିଭିନ୍ନ ସ୍ଥାନରେ ବିଶୋଧକ ସ୍ପ୍ରେ କରାଯାଉଛି । ଅଧିକ ପଢନ୍ତୁ...

rairangpur-city-sanitise-by-fire-department-of-rairangpur
ବ୍ଲିଚିଂ ସ୍ପ୍ରେ କରି ରାଇରଙ୍ଗପୁରକୁ ସାନିଟାଇଜ କରାଗଲା
author img

By

Published : Apr 3, 2020, 6:44 PM IST

ରାଇରଙ୍ଗପୁର: ବ୍ଲିଚିଂ ସ୍ପ୍ରେ କରି ରାଇରଙ୍ଗପୁରକୁ ସାନିଟାଇଜ କରାଗଲା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ବ୍ଲିଚିଂ ସ୍ପ୍ରେ କରାଯାଇଛି ।

ବ୍ଲିଚିଂ ସ୍ପ୍ରେ କରି ରାଇରଙ୍ଗପୁରକୁ ସାନିଟାଇଜ କରାଗଲା

ଦେଶରେ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସେ ନେଇ ରାଜ୍ୟ ସରକାର ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ଲକଡାଉନ କରାଯାଇଛି । ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ପୌରପରିଷଦ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ବ୍ଲିଚିଂ ସ୍ପ୍ରେ କରାଯାଇଛି । ସ୍ଥାନୀୟ ପ୍ରଶାସନ କୋରୋନା ମୁକାବିଲା‌ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ରାଇରଙ୍ଗପୁର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୌର ପରିଷଦ ପକ୍ଷରୁ ରାସ୍ତାଘାଟ, ବଜାର ଗଳିକନ୍ଦି ବିଭିନ୍ନ ସ୍ଥାନରେ ବିଶୋଧକ ସ୍ପ୍ରେ କରାଯାଉଛି ।

ଏହି ରସାୟନିକ ପଦାର୍ଥରେ ଭୁତାଣୁକୁ ବିନାଶ କରିବା କ୍ଷମତା ଅଧିକ ଥିବାରୁ ଯୁଦ୍ଧକାଳିନୀ ଭିତ୍ତିରେ ଦମକଳ ଗାଡି ଦ୍ବାରା କେମିକାଲ ପାଣି ସିଞ୍ଚନ କରାଯାଉଛି । ଏହା ଦ୍ବାରା ସମଗ୍ର ଅଞ୍ଚଳକୁ କୋରୋନା ସଂକ୍ରମଣରୁ ରୋକା ଯାଇପାରିବ ।

ରାଇରଙ୍ଗପୁରରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.