ETV Bharat / state

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସାମ୍ନାରେ ବିରୋଧ ପ୍ରଦର୍ଶନ

author img

By

Published : Feb 19, 2020, 5:16 PM IST

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ କଲେଜ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

pandit raghunath murmu medical college
କଲେଜ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ କଲେଜ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହାତ, ରୋଗୀଙ୍କୁ ମିଳୁନି ଉଚିତ୍ ସେବା । ଏନେଇ ମଙ୍ଗଳବାର ଅଣରାଜନୈତିକ ସଙ୍ଗଠନ ପକ୍ଷରୁ ପିଆରଏମ ମେଡିକାଲ କଲେଜ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଲେଜ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ପିଆରଏମ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟଙ୍କୁ କଲେଜ କିମ୍ବା ହସ୍ପିଟାଲକୁ ଯିବାକୁ ଦେଇନଥିଲେ ବିକ୍ଷୋଭକାରୀ । ବିଭିନ୍ନ ସମୟରେ ଡାକ୍ତରଙ୍କ ଅବହେଳା ଫଳରେ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଆସୁଛି । ତେବେ ଆଗକୁ ଉପଯୁକ୍ତ ସେବା ଯୋଗାଇ ନେଦେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦର୍ଶନକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.