ETV Bharat / state

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ - ମୋ ସରକାର' ଓ ପୋଲିସ ସମିତି ବୈଠକ

ବାଙ୍ଗିରିପୋଷି ପୋଲିସ ପକ୍ଷରୁ କଳାବାଡିଆ ପଞ୍ଚାୟତ କଲନିସାହିଠାରେ 'ମୋ ସରକାର' ଓ ପୋଲିସ ସମିତି ବୈଠକ ଅନୁଷ୍ଠିତ।

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ
author img

By

Published : Nov 2, 2019, 10:38 PM IST

ବାରିପଦା: ମୟୂରଭଞ୍ଜର ବାଙ୍ଗିରିପୋଷି ପୋଲିସ ପକ୍ଷରୁ କଳାବାଡିଆ ପଞ୍ଚାୟତ କଲନି ସାହିଠାରେ 'ମୋ ସରକାର' ଓ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଙ୍ଗରିପୋଷି ଥାନା ଆଇଆଇସି ଚନ୍ଦନ କୁମାର ଘଡାଇ, ଏଏସ୍ଆଇ ଅଶୋକ କୁମାର ଦାସ, ପୋଲିସ ସମିତିର ସଭାପତି ରାମଚନ୍ଦ୍ର ମୁର୍ମୁ, ସରପଞ୍ଚ ସୁମନ୍ତ ନାଏକ ଓ ଡଃ ବିଦ୍ୟାଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନ୍ଧବିଶ୍ବାସ, ବାଲ୍ୟବିବାହ, ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ରଖାଯାଇ ପାରିବ ତାହା ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।

ଜନସାଧାରଣ ନିକଟତର ହେବା ପାଇଁ ପୋଲିସର ଉଦ୍ୟମ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ପୋଲିସ ତରଫରୁ କଳାବାଡିଆ ପଞ୍ଚାୟତ କଲନିସାହି ଠାରେ ମୋ ସରକାର ଓ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍ଗରିପୋଷି ଥାନା ଆଇଆଇସି ଚନ୍ଦନ କୁମାର ଘଡାଇ , ଏଏସ୍ଆଇ ଅଶୋକ କୁମାର ଦାସ ପୋଲିସ ସମିତିର ସଭାପତି ରାମଚନ୍ଦ୍ର ମୁର୍ମୁ ,ସରପଞ୍ଚ ସୁମନ୍ତ ନାଏକ ,ଓ ଡ଼ ବିଦ୍ୟାଧର ନାଏକ ଆଦି ଉପସ୍ଥିତ ଥିଲେ । ଏହି ବୈଠକରେ ଅନ୍ଧବିଶ୍ବାସ , ବାଲ୍ୟବିବାହ , ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ରଖାଯାଇ ଆଇନକୁ ମାନି ଚଳିବା ପାଇଁ ହୋଇପାରିବ ତାହା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି ବୈଠକରେ ପୋଲିସ ଜନ ସାଧାରଣ ଙ୍କ ସବୁବେଳେ ଅଛି ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.