ETV Bharat / state

ଖାଲି ପଦବୀ ପୂରଣ ଦାବିରେ ପଞ୍ଚାୟତ ଅଫିସରେ ତାଲା - ପଞ୍ଚାୟତ ଅଫିସରେ ତାଲା

ଖାଲି ପଡ଼ିଥିବା ପଦବୀ ପୂରଣ ଦାବି କରି ମୟୂରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ପିଆରଆଇ ସଦସ୍ୟ । ଅଧିକ ପଢ଼ନ୍ତୁ...

PIR members locks panchayat office, demand of fulfilling the vacant posts, ଖାଲି ପଦବୀ ପୂରଣ ଦାବି, ପଞ୍ଚାୟତ ଅଫିସରେ ତାଲା, ମୟୁରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ କାର୍ଯ୍ୟାଳୟ
ଖାଲି ପଦବୀ ପୂରଣ ଦାବିରେ ପଞ୍ଚାୟତ ଅଫିସରେ ତାଲା
author img

By

Published : Jan 8, 2020, 8:04 PM IST

ରାଇରଙ୍ଗପୁର: ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ପିଆରଆଇ ସଦସ୍ୟ ଓ ସଦସ୍ୟା। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ କାର୍ଯ୍ୟାଳୟରେ।

ଖାଲି ପଦବୀ ପୂରଣ ଦାବିରେ ପଞ୍ଚାୟତ ଅଫିସରେ ତାଲା

ଦୀର୍ଘ ଦିନ ହେବ ଯାମଦା ବ୍ଲକରେ କର୍ମଚାରୀଙ୍କ ପଦ ଖାଲି ଥିବାରୁ ବ୍ଲକ ପିଆରଆଇ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଖାଲି ଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ଦାବିରେ ଯାମଦା ବ୍ଲକ ଚେୟାରମ୍ୟାନ ମାଳତୀ ଆଲଦାଙ୍କ ସମେତ ଭାଇସ ଚେୟାରମ୍ୟାନ, ସରପଞ୍ଚ ଓ ଅନ୍ୟାନ୍ୟ ପିଆରଆଇ ସଦସ୍ୟ ଓ ସଦସ୍ୟା ମାନେ ଯାମଦା ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହିତ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ।

ତେବେ ଯାମଦା ପଞ୍ଚାୟତ କାର୍ଯ୍ୟାଳୟରେ ଏମଆଇ, ଏବିଡିଓ, ହେଡ୍ କ୍ଲାର୍କ, ଏପିଓ, ଜେଇ, ଆଇପିଓ, ଏସଇଓ ଇତ୍ୟାଦି ପଦବୀ ଖାଲି ପଡିଥିବା ବେଳେ ସେଠାକାର ବିଡ଼ିଓ ମଧ୍ୟ କୁସୁମୀ ବ୍ଲକର ବିଡିଓ ଦାୟିତ୍ଵରେ ଥିବା ଜଣାପଡିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୁଖ୍ୟ ଫାଟକରୁ ତାଲା ଖୋଲା ଯିବନାହିଁ ବୋଲି ପ୍ରକାଶ କରିଛନ୍ତି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟଭି ଭାରତ

Intro:ରାଇରଙ୍ଗପୁର : ଖାଲି ପଡ଼ିଥିବା ପଦବୀ ପୂରଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ଲଗେଇଲେ ପିଆରଆଇ ସଦସ୍ୟ ଓ ସଦସ୍ୟା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ କାର୍ଯ୍ୟାଳୟରେ। ଦୀର୍ଘ ଦିନ ହେବ ଯାମଦା ବ୍ଲକ୍ ରେ କର୍ମଚାରୀ ଙ୍କ ପଦ ଖାଲି ଥିବାରୁ ବ୍ଲକ ପିଆରଆଇ ମେମ୍ବର ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ଖାଲି ଥିବା ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ଦାବିରେ ଆଜି ଯାମଦା ବ୍ଲକ ଚେୟାରମେନ ମାଳତୀ ଆଲଦା ଙ୍କ ସମେତ ଭାଇସ୍ ଚେୟାରମେନ, ସରପଞ୍ଚ ଓ ଅନ୍ୟାନ୍ୟ ପିଆରଆଇ ସଦସ୍ୟ ଓ ସଦସ୍ୟା ମାନେ ଯାମଦା ବ୍ଲକ ର ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହିତ ଫାଟକ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ। ତେବେ ଯାମଦା ପଞ୍ଚାୟତ କାର୍ଯ୍ୟାଳୟ ରେ ଏମଆଇ, ଏବିଡିଓ, ହେଡ୍ କ୍ଲାର୍କ, ଏପିଅ, ଜେଇ , ଆଇପିଅ, ଏସଇଅ ଇତ୍ୟାଦି ପଦବୀ ଖାଲି ପଡିଥିବା ବେଳେ ସେଠାକାର ବିଡ଼ିଓ ମଧ୍ୟ କୁସୁମୀ ବ୍ଲକର ବିଡିଓ ଦାୟିତ୍ଵ ରେ ଥିବା ଜଣାପଡିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ରୁ ତାଲା ଖୋଲା ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି ଚେୟାରମେନ ଓ ଭାଇସ୍ ଚେୟାରମେନ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.