ETV Bharat / state

ରାଜରାସ୍ତାରେ ଦୌଡୁଛନ୍ତି ଦନ୍ତା, ଲୋକେ ଭୟଭୀତ

author img

By

Published : Apr 11, 2022, 9:24 PM IST

ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜ ବାରମାଇଲ ଛକରେ ରାଜରାସ୍ତାରେ ବୁଲିଲା ଦନ୍ତା । ହାତୀ ଦେଖି ଭୟଭୀତ ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ରାଜରାସ୍ତାରେ ହାତୀ ଦେଖି ଲୋକେ ଭୟଭୀତ
ରାଜରାସ୍ତାରେ ହାତୀ ଦେଖି ଲୋକେ ଭୟଭୀତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଥମୁନି ହାତୀ ଆତଙ୍କ । ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜର ବାରିପଦା-ଚିତ୍ରଡା ରାସ୍ତା ବାରମାଇଲ ଛକରେ ରାଜରାସ୍ତାର ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ହାତୀ ଏବେ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି । ଆଜି(ସୋମବାର) ଦୁଇଟି ହାତୀ ରାଜରାସ୍ତାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା ।

ରାଜରାସ୍ତାରେ ହାତୀ ଦେଖି ଲୋକେ ଭୟଭୀତ

ବାରମାଇଲ ଛକରେ ହାତୀକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଦୌଡ଼ି ପଳାଇଥିବାବେଳେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ହାତୀ ଦେଖି ଦୌଡ଼ି ପଳାଇଥିଲେ । ତେବେ ଦୁଇଟି ହାତୀ ରାଜ ରାସ୍ତାରେ ବେଶ କିଛି ସମୟ ଆତଙ୍କ ଖେଳାଇବା ପରେ ନିକଟସ୍ଥ ସୁନାହଜା ଜଙ୍ଗଲ ଭିତରକୁ ପଳାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.