ETV Bharat / state

ଛାତ୍ରୀ ନିବାସରେ ଅସ୍ଥାୟୀ ଟିଏମସି ସେଣ୍ଟରକୁ ବିରୋଧ

author img

By

Published : Apr 25, 2021, 6:39 PM IST

ବାରିପଦା ତକତପୁର ଠାରେ ଥିବା ମହାରାଣୀ ତଖତକୁମାରୀ ଛାତ୍ରୀ ନିବାସରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଟିଏମସି ସେଣ୍ଟରକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ। ଅଧିକ ପଢନ୍ତୁ...

ଛାତ୍ରୀ ନିବାସରେ ଅସ୍ଥାୟୀ ଟିଏମସି ସେଣ୍ଟରକୁ ବିରୋଧ
ଛାତ୍ରୀ ନିବାସରେ ଅସ୍ଥାୟୀ ଟିଏମସି ସେଣ୍ଟରକୁ ବିରୋଧ

ବାରିପଦା: ଛାତ୍ରୀ ନିବାସରେ ଅସ୍ଥାୟୀ ଟିଏମସି ସେଣ୍ଟରକୁ ବିରୋଧ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ଟିଏମସି ସେଣ୍ଟରରେ ରଖାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଏବେ ବିରୋଧ କରୁଛନ୍ତି ଅଞ୍ଚଳବାସୀ ।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପୌର ପରିଷଦ ତକତପୁର ଠାରେ ଥିବା ମହାରାଣୀ ତଖତକୁମାରୀ ଛାତ୍ରୀ ନିବାସରେ ଅସ୍ଥାୟୀ ଟିଏମସି ସେଣ୍ଟର କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ବିରୋଧ କରି ଶତାଧିକ ମହିଳା ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପାଟିତୁଣ୍ଡ କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ ଟିଏମସି ସେଣ୍ଟରକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ସ୍ଥାନିୟ ଲୋକେ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.