ETV Bharat / state

ଗୁରୁବାର ମୟୂରଭଞ୍ଜରୁ 50 ରୁ କମ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା ସଂଖ୍ୟାରେ ହ୍ରାସ ପାଇବାରେ ଲାଗିଛି । ମୟୂରଭଞ୍ଜରେ ଏବେ 50 ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଗୁରୁବାର ମୟୂରଭଞ୍ଜରୁ 50 ରୁ କମ କୋରୋନା ଆକ୍ରାନ୍ତ ଚିହ୍ନଟ
ଗୁରୁବାର ମୟୂରଭଞ୍ଜରୁ 50 ରୁ କମ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Nov 20, 2020, 7:20 AM IST

ବାରିପଦା: ଜିଲ୍ଲାରେ ନିୟନ୍ତ୍ରଣ ହେଉଛି ସଂକ୍ରମଣ। ପୂର୍ବ ଅପେକ୍ଷା କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ମୟୂରଭଞ୍ଜ ଜିଲ୍ଲାରେ 46 ନୂତନ ପଜିଟିଭ ଚିହ୍ନଟ ହୋଇଛି । ମୋଟ ସଂକ୍ରମିତ ସଂଖ୍ୟା 12685ରେ ପହଞ୍ଚିଛି । ସେହିଭଳି 12685 ଆକ୍ରାନ୍ତଙ୍କ ମଧ୍ୟରୁ 12020 ଜଣ ସୁସ୍ଥ ହୋଇଛନ୍ତି 585 କୋରୋନା ପଜିଟିଭ ସକ୍ରିୟ ରହିଛି ।

ଗୁରୁବାର ମୟୂରଭଞ୍ଜରୁ 50 ରୁ କମ କୋରୋନା ଆକ୍ରାନ୍ତ ଚିହ୍ନଟ

ସେପଟେ, କୋରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ଥମିବାର ନାଁ ନେଉନି। ଆଜି ସୁଦ୍ଧା ଏହି ମହାମାରୀରେ 77 ଜଣଙ୍କ ଜୀବନ ଯାଇଛି । ତେବେ ବାରିପଦା ସହରରେ ରହିଛି ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 46 ସଂକ୍ରମିତ ହୋମ ଆଇସୋଲେସନରେ ଓ ବାଙ୍କୀଷୋଳ ସ୍ଥିତ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.