ETV Bharat / state

ସାପ ବଞ୍ଚାଇ ଚର୍ଚ୍ଚାରେ ଦୁଇ ଶିଶୁ

ସାପ ଦେଖି ସମସ୍ତେ ତାକୁ ମାରିଦେବାକୁ ଚେଷ୍ଟା କରୁଥିବାବେଳେ ମୟୂରଭଞ୍ଜର ଦୁଇ ଶିଶୁ କିନ୍ତୁ ସାପକୁ ବଞ୍ଚାଇ ଏବେ ଚର୍ଚ୍ଚାରେ ।

author img

By

Published : Jun 3, 2019, 9:43 AM IST

ଫଟୋ ସୌଜନ୍ୟ: ଏଏନଆଇ

ମୟୂରଭଞ୍ଜ: ଜିଲ୍ଲାର ଉଠାଣି ନୂଆଗାଁ ଗ୍ରାମର ଦୁଇ ଶିଶୁ ଜାଲରେ ଫସିଥିବା ଗୋଟିଏ ସାପକୁ ବଞ୍ଚାଇ ଏବେ ଚର୍ଚ୍ଚାରେ । ଗ୍ରାମର ଏକ ପୋଖରୀ ନିକଟରୁ ସାପଟିକୁ ଫସିଯାଇଥିବାର ଦେଖି ଦୁଇ ଶିଶୁ ଏକ ବ୍ଲେଡ ଦ୍ବାରା ଜାଲଟିକୁ କାଟି ସାପକୁ ଉଦ୍ଧାର କରିଥିଲେ ।

ସାଧାରଣତଃ ଆମେ ସାପ ଦେଖି ଡରି ମାରିଦେବାକୁ ଚେଷ୍ଟା କରିଥାଉ । କିନ୍ତୁ ଏହି ଦୟାଳୁ ପିଲାମାନଙ୍କ ସାହସ ଦେଖି ସମସ୍ତେ ତାଜୁବ । ଜଣେ ପଶୁ ଡାକ୍ତର ସେଠାକାର ଲୋକମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଯେ ଏଭଳି ଦୁଃସାହସ କାମରେ ଲିପ୍ତ ହେବା ପୂର୍ବରୁ ସାପ ବିଷଧର କି ନୁହେଁ ଜାଣିବାକୁ ଚେଷ୍ଟା କର ।

ଏହାପରେ ପଶୁ ଡାକ୍ତର ଶଶାଙ୍କ ଶେଖର ପାଣିଗ୍ରାହୀ କହିଛନ୍ତି, ପିଲାମାନଙ୍କ କାର୍ଯ୍ୟ ବାସ୍ତବରେ ଆଶ୍ଚର୍ଯ୍ୟଜନକ । ସେମାନେ ସାପଟିକୁ ଫସିଥିବାର ଦେଖି ତାକୁ ମୁକ୍ତ କରିଦେଲେ । କିନ୍ତୁ ଏହା ବହୁତ ବିପଦଜନକ ଥିଲା, କାରଣ ସାପଟି ବିଷଧର କି ନୁହେଁ ସେମାନେ ଜାଣିନଥିଲେ । କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ସେମାନଙ୍କ ଭଲପାଇବା ନିହାତି ପ୍ରଶଂସନୀୟ ।

Intro:Body:

ମୟୁରଭଞ୍ଜ: ଜିଲ୍ଲାର ଉଠାଣିନୂଆଗାଁ ଗ୍ରାମର ଦୁଇ ଶିଶୁ ଜାଲରେ ଫସିଥିବା ଗୋଟିଏ ସାପକୁ ବଞ୍ଚାଇ ଚର୍ଚ୍ଚାରେ । ଗ୍ରାମର ଏକ ପୋଖରୀ ନିକଟରୁ ସାପଟିକୁ ଫସିଯାଇଥିବାର ଦେଖି ଦୁଇ ଶିଶୁ ଏକ ବ୍ଲେଡ ଦ୍ବାରା ଜାଲଟିକୁ କାଟି ସାପକୁ ଉଦ୍ଧାର କରିଥିଲେ ।

ସାଧାରଣତଃ ଆମେ ସାପ ଦେଖି ଡରିଥାଉ ଆଉ ତାପରେ ତାକୁ ମାରିଦେବାକୁ ଚେଷ୍ଟା କରିଥାଉ । କିନ୍ତୁ ଏହି ଦୟାଳୁ ପିଲାମାନଙ୍କ ସାହସ ଦେଖି ସମସ୍ତେ ତାଜୁବ । ଜଣେ ପଶୁ ଡାକ୍ତର ସେଠାକାର ଲୋକମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଯେ ଏଭଳି ଦୁଃସାହସ କାମରେ ଲିପ୍ତ ହେବା ପୂର୍ବରୁ ସାପ ବିଷଧର କି ନୁହେଁ ଜାଣିବାକୁ ଚେଷ୍ଟା କର ।

ଏହାପରେ ପଶୁ ଡାକ୍ତର ଶଶାଙ୍କ ଶେଖର ପାଣିଗ୍ରାହୀ କହିଛନ୍ତି, ପିଲାମାନଙ୍କ କାର୍ଯ୍ୟ ବାସ୍ତବରେ ଆଶ୍ଚର୍ଯ୍ୟଜନକ । ସେମାନେ ସାପଟିକୁ ଫସିଥିବାର ଦେଖି ତାକୁ ମୁକ୍ତ କରିଦେଲେ । କିନ୍ତୁ ଏହା ବହୁତ ବିପଦଜନକ ଥିଲା, କାରଣ ସାପଟି ବିଷଧର କି ନୁହେଁ ସେମାନେ ଜାଣିନଥିଲେ । କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ସେମାନଙ୍କ ଭଲପାଇବା ନିହାତି ପ୍ରଶଂସନୀୟ । ପ୍ରକାଶ ଥାଉକି, ସାପଟି ବିଷଧର ନଥିଲା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.