ETV Bharat / state

ପରୀକ୍ଷା ଫି ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା - north odisha university student protest for exam fee

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଗତ ମଙ୍ଗଳବାର ପ୍ରଶାସନର ପଦକ୍ଷେପ ଓ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୃତି ପରେ ପଦଯାତ୍ରାରୁ ଓହରିଥିଲେ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ। ମାତ୍ର ବୁଧବାର ପରୀକ୍ଷା ଫି ବୃଦ୍ଧିକୁ ନେଇ ବିଶ୍ଵ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 6, 2019, 5:11 PM IST

ବାରିପଦା: ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ଗତ ମଙ୍ଗଳବାର ପ୍ରଶାସନର ପଦକ୍ଷେପ ଓ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୃତି ପରେ ପଦଯାତ୍ରାରୁ ଓହରିଥିଲେ ବିଇଡି ଓ ଏମଇଡି ଛାତ୍ରଛାତ୍ରୀ । ମାତ୍ର ବୁଧବାର ପରୀକ୍ଷା ଫି ବୃଦ୍ଧିକୁ ନେଇ ବିଶ୍ଵ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି।

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି 740 ଟଙ୍କାରୁ 390କୁ ହ୍ରାସ କରାଯାଇଥିବା ବେଳେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି 740 ଟଙ୍କା ରହିଛି। ଯାହା ଫଳରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟାର ପରୀକ୍ଷା ବାବଦକୁ ଫି 740 ଟଙ୍କାରୁ ହ୍ରାସ କରି 390 କରିବାକୁ ଦାବି କରି ବୁଧବାର କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଶ୍ବ ବିଦ୍ୟାଳୟର କୁଳପତି ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ରେ ପୁଣି ଛାତ୍ର ଅଶାନ୍ତି। ଗତକାଲି ପ୍ରଶାସନ ର ପଦକ୍ଷେପ ଓ ଜିଲ୍ଲାପାଳ ଙ୍କ ଲିଖିତ ପ୍ରତ୍ରିଶ୍ରୁତି ପରେ ପଦଯାତ୍ରା ରୁ ଓହରିଥିଲେ ବିଇଡି ଓ ଏମ ଇ ଡି ଛାତ୍ରଛାତ୍ରୀ। ଆଜି ପୁଣି ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ ର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫି ବୃଦ୍ଧି କୁ କମ କରିବାକୁ ଧାରଣା ଦେଇଛନ୍ତି ବିଶ୍ଵ ବିଦ୍ୟାଳୟ ସମ୍ମୁଖରେ। ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫି 740 ଟଙ୍କା ରୁ 390 କୁ ହ୍ରାସ କରାଯାଇଥିବା ବେଳେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫି 740 ଟଙ୍କା ରହିଛି। ପ୍ରଥମ ବର୍ଷ ଛାତ୍ରଛାତ୍ରୀ ପ୍ରଥମ ସେମିଷ୍ଟର ପରୀକ୍ଷା ବାବଦକୁ ଫି 740 ଟଙ୍କା ରୁ ହ୍ରାସ କରି 390 କରିବାକୁ ଦାବି କରିଛନ୍ତି। ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ର କୁଳପତି ଏ ନେଇ ଛାତ୍ରଛାତ୍ରୀ ଙ୍କ ଆଲୋଚନା ପରେ ଛାତ୍ରଛାତ୍ରୀ ଧାରଣା ରୁ ଓହରିଥିଲେ।Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.