ETV Bharat / state

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ତଦନ୍ତ ଜାରି

author img

By

Published : Dec 8, 2019, 12:25 PM IST

ମୟୂରଭଞ୍ଜର କେନ୍ଦୁଛାଟିଆ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଶିଶୁ କନ୍ୟାଟିର ଚିକିତ୍ସା ପାଇଁ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

mayurbhanj
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ପୁଣି ଅଲୋଡା ହେଲା ଶିଶୁ କନ୍ୟା। । ଶିଶୁ କନ୍ୟାକୁ ଜନ୍ମ କରି ଅନ୍ତ ବୁଜୁଳା ସହ ଜଙ୍ଗଲରେ ଫିଙ୍ଗିଦେଲା ମା' । ଏହିଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ମୋରଡା ବ୍ଲକ ଭାଲିଆଡିହା ଗ୍ରାମପଞ୍ଚାୟତରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ଶନିବାର ସନ୍ଧ୍ୟା 7ଟା ସମୟରେ ଶୀତ କାକରରେ କେନ୍ଦୁଛାଟିଆ ଜଙ୍ଗଲରେ ପଡି ଛଟପଟ ହେଉଥିଲା ନବଜାତ ଶିଶୁ କନ୍ୟା । ଶିଶୁକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥିଲେ । ପରେ ଶିଶୁଟିକୁ ଉଦ୍ଧାର କରାଯାଇ ପ୍ରଥମେ କିଷାନତାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାକୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ ନିଆଯାଇଥିଲା । ଶିଶୁ କନ୍ୟାଟିର ଚିକିତ୍ସା ଚାଲିଥିବାବେଳେ ତାର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି ।

ଜନ୍ମିତ ଶିଶୁର ମା'ର ପରିଚୟ ମିଳିନଥିବା ବେଳେ ଜନ୍ମକରି ଶିଶୁକୁ ଫିଙ୍ଗିଦେବା ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ଘଟଣାର ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Slug : ପୁଣି ଅଲୋଡା ହେଲା ଶିଶୁ କନ୍ୟା।
Avo _ Sanjay Kumar Parida,
Place _Rairangpur
Date : 08/12/2019
Anchor : ମୟୁରଭଞ୍ଜ : ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଶିଶୁ କନ୍ୟାକୁ ଜନ୍ମ କରି ଅନ୍ତ ବୁଜୁଳା ସହ ଜଙ୍ଗଲରେ ଫିଙ୍ଗିଦେଲେ ମା। ଗ୍ରାମବାସୀ ମାନେ ଗତକାଲି ସନ୍ଧ୍ୟା ୭ଟା ସମୟରେ ଉଦ୍ଧାର କରି କିଷାନତାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ବର ହେବାରୁ ତାକୁ ବାରିପଦା ପିଆରଏମ୍ ମେଡିକାଲ କୁ ଅଣାଯାଇଥିଲା। ଆଜି ଏଠାରେ ଶିଶୁର ଚିକିତ୍ସା ଚାଲିଥିବାବେଳେ ତାର ସ୍ୱାସ୍ଥ୍ୟ ଠିକ ଥିବା ଡାକ୍ତର କହିଛନ୍ତି। ନବଜାତ ଶିଶୁ କନ୍ୟାଟି ଦୀର୍ଘ ସମୟ ଧରି ଶୀତ କାକରରେ କେନ୍ଦୁଛାଟିଆ ଜଙ୍ଗଲରେ ପଡି ଛଟପଟ ହେଉଥିଲା। ଶିଶୁ କୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭିଡ଼ ଜମାଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଲିଆଡିହା ଗ୍ରାମ ପଞ୍ଚାୟତରେ। ଜନ୍ମିତ ଶିଶୁର ମା ର ପରିଚୟ ମିଳିନଥିବା ବେଳେ ଜନ୍ମକରି ଶିଶୁକୁ ଫିଙ୍ଗିଦେବା ଘଟଣା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି। ଏଠାରେ ପ୍ରଶ୍ନ ଉଠୁଛି ଶିଶୁ କନ୍ୟାକୁ ଜଙ୍ଗଲରେ କିଏ ଓ କଣ ପାଇଁ ଫିଙ୍ଗିଲା? ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.