ETV Bharat / state

ସାର୍ନା ଧର୍ମକୁ କୋର୍ଡ ଦାବିରେ ରାଇରଙ୍ଗପୁରରେ ଶୋଭାଯାତ୍ରା

author img

By

Published : Jan 31, 2021, 5:56 PM IST

ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୨୦୨୧ ଜନ ଗଣନାରେ ସାର୍ନା ଧର୍ମର କୋଡ଼ ମାନ୍ୟତା ଦାବିରେ ଆଜି(ରବିବାର) ରାଷ୍ଟ୍ରବ୍ୟାପି ରେଳ, ରୋଡ଼ ଚକା ଜାମ ଆନ୍ଦୋଳନ ଦଖିବାକୁ ମିଳିଛି । ଏହି ଅବସରରରେ ରାଇରଙ୍ଗପୁର ସହରରେ ମଧ୍ୟ ଯାନବାହାନ ଚଳାଚଳ ଉପରେ ପ୍ରଭାବ ପଡିଥିଲା । ଅଧିକ ପଢନ୍ତୁ...

ରାଷ୍ଟ୍ରବ୍ୟାପି ସାର୍ନା ଧର୍ମ କୋର୍ଡ ଦାବି, ରାଇରଙ୍ଗପୁରରେ ଏହାର ପ୍ରଭାବ

ରାଇରଙ୍ଗପୁର: ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ୨୦୨୧ ଜନ ଗଣନାରେ ସାର୍ନା ଧର୍ମର କୋଡ଼ ମାନ୍ୟତା ଦାବିରେ ଆଜି(ରବିବାର) ରାଷ୍ଟ୍ରବ୍ୟାପି ରେଳ, ରୋଡ଼ ଚକା ଜାମ ଆନ୍ଦୋଳନ ଦଖିବାକୁ ମିଳିଛି । ଏହି ଅବସରରରେ ରାଇରଙ୍ଗପୁର ସହରରେ ମଧ୍ୟ ଯାନ ବାହାନ ଚଳାଚଳ ଉପରେ ପ୍ରଭାବ ପଡିଥିଲା । ଶତାଧିକ ଆଦିବାସୀ ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ୨୨୦ ନମ୍ବର ଜାତୀୟ ରାଜପଥର ଗୋଲେଇ ଛକ ନିକଟରେ ଏକ ଘଣ୍ଟା ଧରି ଚକା ଜାମ କରାଯାଇଥିଲା ।

ଏକ ଘଣ୍ଟାରୁ ଅଧିକ ସମୟ ଜାତୀୟ ରାଜପଥ NH 220 ଅବରୋଧ ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଆଗାମୀ ଦିନରେ ସାର୍ନା ଧର୍ମ କୋଡ଼ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ନଶୁଣିଲେ ଆନ୍ଦୋଳନକୁ ବ୍ୟାପକ କରାଯିବା ବୋଲି ଚେତାବନୀ ଦେଇଛି ଆଦିବାସୀ ସଙ୍ଗେଲ ଅଭିଯାନ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.