ETV Bharat / state

ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ଫେରୁଥିବାବେଳେ ବଡ ବିପଦରୁ ବଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟରେ ତାଙ୍କ ଏସ୍କର୍ଟ ଗାଡି ବ୍ରେକ ମାରିବାକୁ ପଛରେ ଥିବା ଦ୍ବିତୀୟ ଏସ୍କର୍ଟ ଗାଡିଟି ସାମ୍ନା ଗାଡିରେ ଧକ୍କା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Oct 18, 2019, 11:49 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ଫେରୁଥିବା ବେଳେ ବଡ ବିପଦରୁ ବଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟରେ ତାଙ୍କ ଏସ୍କର୍ଟ ଗାଡି ବ୍ରେକ ମାରିବାକୁ ପଛରେ ଥିବା ଦ୍ବିତୀୟ ଏସ୍କର୍ଟ ଗାଡିଟି ସାମ୍ନା ଗାଡିରେ ଧକ୍କା ହୋଇଥିଲା । ଫଳରେ ପଛରେ ଥିବା ରାଜ୍ୟପାଳ, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଗାଡି ଗୁଡିକ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହି ଦୁର୍ଘଟଣାରେ ଏସ୍କର୍ଟ ଗାଡିରେ ବସିଥିବା 6ରୁ ଅଧିକ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁରକ୍ଷିତ ଭାବେ ବାରିପଦା ସର୍କିଟ ହାଉସରେ ଥିବା ସୂଚନା ମିଳିଛି ।

ପ୍ରକାଶ ଯେ ରାଜ୍ୟପାଳ ଗଣେଶୀ ଲାଲ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଧାନଘେରା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗସ୍ତ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମତେଲ ସ୍କଲ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚ ନା କରିଛନ୍ତି ଓଡିଶା ରାଜ୍ୟପାଳ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଥିବା ଧାନଘେରା ଓ ବାଙ୍ଗରିପୋଷି ବ୍ଲକ ଶ୍ୟାମସୁନ୍ଦରପୁରରେ ଥିବା ଏକଲବ୍ୟ ମଡେଲ ସ୍କୁଲକୁ ପରିଦର୍ଶନରେ ରାଜ୍ୟପାଳ ଗଣେଶୀ ଲାଲ ।
Body:ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଧାନଘେରା ଓ ବାଙ୍ଗରିପୋଷି ବ୍ଲକ ଶ୍ୟାମସୁନ୍ଦର ପୁର ମଡେଲ ସ୍କୁଲକୁ ପରିଦର୍ଶନରେ ଆସିଥୁଲେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ । ଆଜି ମଧ୍ୟାହ୍ନ ସମୟ ରେ ରାଜ୍ୟପାଳ ବିଦ୍ୟାଳୟ ପରିସରରେ ପହଞ୍ଚି ସଭାରେ ଯୋଗ ଦେଇଥୁଲେ ।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କୁ ପୂଷ୍ମମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥୁଲା । ଯାହାକି ଏହି ଅବସରରେ ବିଦ୍ୟାଳୟ ରେ ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗୁରୂତ୍ବ୍‌ ଦେବା ସହିତ ସେମାନେ କିପରି ଉତ୍ତମ ଆଚରଣ ଶିକ୍ଷା କରି ସୁନ୍ଦର ଭବିଷ୍ୟତ ଗଠନ କରିବେ ସେ ଦିଗରେ ନିଜର ମତ ଦେଇଥୁଲେ । ନିଜର ଶିକ୍ଷା ଅଧ୍ୟବସାୟ ବଳରେ ନିଜେ ନିଜକୁ ଅବଦୁଲ କାଲାମ ଏବଂ ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରତିଭାବାନ ହୋଇପାରିବେ ବୋଲି ହୋଇପାରିବେ ବୋଲି ଛାତ୍ରମାନଙ୍କ କହିଥୁଲେ । ଉକ୍ତ ସଭାରେ ଛାତ୍ରଛାତ୍ରୀଙ୍କ ସ ହିତ ଗୁଣାମ୍ବକ ଶିକ୍ଷା ନିମନ୍ତେ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ଆଦାନ ପ୍ରଦାନ କରିଥ୍‌ଲେ
ରାଜ୍ୟପାଳ । ଏହା ସ ହିତ ପ୍ରଶ୍ନର ସଠିକ୍‌ ଉତର ଦେଇଥୁବା ଛାତ୍ରଛାତ୍ରୀଙ୍କୁ ପୂରସ୍କାର ରାଶି ମଧ୍ୟ ଘୋଷଣା କରିଥ୍‌ଲେ । ଏହା ପରେ ବିଦ୍ୟାଳୟ ପରିସରରେ ରାଜ୍ୟପାଳ ବୃକ୍ଷରୋପଣ କରିବା ସହିତ ଛାତ୍ର ଛାତ୍ରୀଙ୍କ ନିକଟକୁ ଯାଇ ସେ ମାନଙ୍କର ବିଭିନ୍ନ ସମସ୍ୟ୍‌ ବାବଦରେ ପଚାରି ବୁଝିଥିଲେ। ତେବେ ସରକାରଙ୍କ ଦ୍ବାରା ମଡେଲ ବିଦ୍ୟାଳୟ ଗୁଡିକରେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ସୁବିଧା ସେମାନଙ୍କ ନିକଟରେ ସଠିକ୍‌ ରୂପେ ପହଂଚିଛି କିଁ ନାହିଁ ସେ ନେଇ ଛାତ୍ରଛାତ୍ରୀଙ୍କ ପଚାରି ବୂଝିଥୁ୍‌ଲେ । ଏହି ସଭାରେ ମୟୂରଭଞ୍ଜ ଏସପି, ଜିଲ୍ଲାପାଳ, ଉପଖଣ୍ଡ ପୋଲିସ୍‌ ଅଧ୍ଵକ।ରୀଙ୍କ ସମେତ ବହୂ ବିଭାଗୀୟ ଅଧ୍ରକାରୀ ଯୋଗ ଦେଇଥ୍‌ଲେ ।

ବାଇଟ୍‌ ୧ = ଗଣେଣଶୀ ଲାଲ (ରାଜ୍ୟପାଳ, ଓଡିଶା)

ବାଇଟ୍‌ ୨ ¬ ରାମଚନ୍ଦ୍ର ସୋରେନ୍‌ ( ମଡେଲ ବିଦ୍ୟାଳୟର ଛାତ୍ର)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.