ETV Bharat / state

ରାଇରଙ୍ଗପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Jul 2, 2022, 8:26 PM IST

ନାବାଳିକାକୁ ଦୁଷ୍କର୍ମ । ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ଗିରଫ । ଅଧିକ ପଢନ୍ତୁ

ରାଇରଙ୍ଗପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ରାଇରଙ୍ଗପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ ଜନୈକ ନାବାଳିକା ନିକଟସ୍ଥ ଜଙ୍ଗଲକୁ ଛେଳି ଚରେଇବାକୁ ଯାଇଥିବା ସମୟରେ ସେଠାରେ ବୃଦ୍ଧ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିଲେ।

ଏନେଇ ପରିବାର ଲୋକଙ୍କୁ ନାବାଳିକା ଜଣକ ଜଣେଇବା ପରେ ପରିବାର ଲୋକେ ବାଦାମପାହାଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.