ବାରିପଦା : ଲକଡାଉନ ଜାରିରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଅପହଞ୍ଚ ଗାଁ ଗୁଡିକର ସ୍ଥିତି ପରଖିଲେ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ । ଅପହଞ୍ଚ ଗାଁରେ କ୍ବାରେଣ୍ଟାଇନ ସେଣ୍ଟର ବୁଲି ଦେଖିବା ସହ ଖାଦ୍ୟ ସାମଗ୍ରୀ ବାଣ୍ଟିଛନ୍ତି । ବିଶେଷ କରି ଗୁଡୁଗୁଡ଼ିଆ ପାଞ୍ଚାୟତ, ସାନ ଉସ୍କି ଗାଁ ବୁଲିବା ସହ ଲୋକଙ୍କୁ ଖାଦ୍ୟ ବାଣ୍ଟିଛନ୍ତି । ଏହା ସହ ଗାଁ ଲୋକଙ୍କ ଦୁଃଖସୁଖ ପଚାରିବୁଝିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ