ETV Bharat / state

ବାଇକରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍ - ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍

ବାଇକରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍। ସିସିଟିଭିରେ କଏଦ୍ ଚୋରୀର ସମ୍ପୂର୍ଣ୍ଣ ଘଟଣା। ଅଧିକ ଖବର ପଢନ୍ତୁ...

_Loot case
ବାଇକରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍
author img

By

Published : Dec 30, 2019, 3:23 PM IST

ରାଇରଙ୍ଗପୁର: ବାଇକରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖା ନିକଟରେ।

ବାଇକରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍

ସୂଚନା ଅନୁଯାୟୀ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ୧୮ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ହଠାତ୍ ୧୮ ହଜାର ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଦୃତ ଗତିରେ ଫେରାର ହୋଇ ଯାଇଥିଲେ।

ଖବର ଥାଉକି, ଅବସର ପ୍ରାପ୍ତ ସେନା କର୍ମଚାରୀ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାସିଲା ଗ୍ରାମର ଶ୍ୟାମ ସାଗିନ ହେମ୍ବ୍ରମ। ଏନେଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

Intro:(Editing Visual)
ରାଇରଙ୍ଗପୁର : ବାଇକ ରେ ଆସି ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ବ୍ୟାଗ୍। ଘଟଣା ଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖା ନିକଟରୁ। ସୂଚନା ଅନୁଯାୟୀ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ୧୮ ହଜାର ଟଙ୍କା ଉଠେଇ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ହଠାତ୍ ୧୮ ହଜାର ଟଙ୍କା ଥିବା ବେଗ କୁ ଲୁଟି ନେଇ ଦୃତ ଗତିରେ ଫେରାର ହୋଇ ଯାଇଥିଲେ। ଅବସର ପ୍ରାପ୍ତ ସେନା କର୍ମଚାରୀ ଜଣକ ହେଲେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବାସିଲା ଗ୍ରାମର ଶ୍ୟାମ ସାଗିନ ହେମ୍ବ୍ରମ । ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।
ବାଇଟ _ ଶ୍ୟାମ ସାଗିନ ହେମ୍ବ୍ରମ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.