ETV Bharat / state

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ: ରାଇରଙ୍ଗପୁର ଜିଲ୍ଲା ଟପ୍ପର ଲିଜା ଅଗ୍ରୱାଲ - Liza Agrawal Mayurbhanj Topper

ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ମୟୂରଭଞ୍ଜ ଜିଲ୍ଲାରେ ଧିରଜଲାଲ ମହାବିଦ୍ୟାଳୟ, ବହଳଦାର ଛାତ୍ରୀ ଲିଜା ଅଗ୍ରୱାଲ ଟପ୍ପର ହୋଇଛନ୍ତି ।

Liza Agrawal became Mayurbhanj District Topper with 91.3 percent marks in +2 Science
548 ନମ୍ବର ସହ ଲିଜା ଅଗ୍ରୱାଲ ଯୁକ୍ତ ଦୁଇ ବିଜ୍ଞାନ ଟପ୍ପର
author img

By

Published : Aug 20, 2020, 10:41 PM IST

ରାଇରଙ୍ଗପୁର: ପ୍ରକାଶ ପାଇଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ । ମୟୂରଭଞ୍ଜ ଜିଲ୍ଲାରେ ଧିରଜଲାଲ ମହାବିଦ୍ୟାଳୟ, ବହଳଦାର ଛାତ୍ରୀ ଲିଜା ଅଗ୍ରୱାଲ ଟପ୍ପର ହୋଇଛନ୍ତି ।

548 ନମ୍ବର ସହ ଲିଜା ଅଗ୍ରୱାଲ ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର

ମୋଟ ୬୦୦ ନମ୍ବରରୁ ୫୪୮ ନମ୍ବର ରଖି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରେକର୍ଡ 91.3 ପ୍ରତିଶତ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ଏହି ସଫଳତାର ଶ୍ରେୟ, ଲିଜା ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ବାପାମାଆ, ବହଳଦାରେ ରହୁଥିବା ପିଉସା ପିଉସୀ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ଗଜେନ୍ଦ୍ର ନାଥ ବେହେରାଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବେ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି ଲିଜା । ଲିଜାଙ୍କ ସଫଳତା ସଫଳତାରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ମୟୂରଭଞ୍ଜରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.