ETV Bharat / state

ଜେଏନୟୁ ହିଂସା; ଓଡିଶାରେ ଜୋରଦାର ପ୍ରତିବାଦ - ଓଡିଶାରେ ଜୋରଦାର ପ୍ରତିବାଦ

ଜେଏନୟୁ ହିଂସାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠୁଛି । ଆକ୍ରମଣକାରୀମାନେ ଜେଏନୟୁ ଛାତ୍ରଙ୍କ ସମେତ ଅଧ୍ୟାପକ ମାନଙ୍କୁ ମଧ୍ୟ ଆକ୍ରମଣ କରିବା ଘଟଣାକୁ ଓଡ଼ିଶାରେ ବି ପ୍ରତିବାଦ କରାଯାଇଛି । ଅଧିକ ଖବର ପଢନ୍ତୁ...

ଜେଏନୟୁ ହିଂସା; ଓଡିଶାରେ ଜୋରଦାର ପ୍ରତିବାଦ
ଜେଏନୟୁ ହିଂସା; ଓଡିଶାରେ ଜୋରଦାର ପ୍ରତିବାଦ
author img

By

Published : Jan 7, 2020, 11:02 PM IST

ରାଇରଙ୍ଗପୁର: ଜେଏନୟୁ ହିଂସାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଉଠୁଛି । ଆକ୍ରମଣକାରୀମାନେ ଜେଏନୟୁ ଛାତ୍ରଙ୍କ ସମେତ ଅଧ୍ୟାପକ ମାନଙ୍କୁ ମଧ୍ୟ ଆକ୍ରମଣ କରିବା ଘଟଣାକୁ ଓଡ଼ିଶାର ବିଭିନ୍ନ ଛାତ୍ର ସଂଗଠନ ପ୍ରତିବାଦ କରୁଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି।

ଜେଏନୟୁ ହିଂସା; ଓଡିଶାରେ ଜୋରଦାର ପ୍ରତିବାଦ

ରାଇରଙ୍ଗପୁର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ଼ ଓ କ୍ୟାଣ୍ଡେଲ ଧରି ଛାତ୍ରମାନେ ଜେଏନୟୁ ଆକ୍ରମଣ ଘଟଣାକୁ ପ୍ରତିବାଦ କରିଥିଲେ । ଏଥିସହ ଦୁର୍ବୃତ୍ତଙ୍କୁ ପୋଲିସ ଯଥାଶୀଘ୍ର ଗିରଫ କରିବା ନେଇ ନାରାବାଜି କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:With V.O.
ରାଇରଙ୍ଗପୁର : ଜେଏନୟୁ ହିଂସାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ୱର ଉଠୁଛି ।
ଆକ୍ରମଣକାରୀମାନେ ଜେଏନୟୁ ଛାତ୍ରଙ୍କ ସମେତ ଅଧ୍ୟାପକ ମାନଙ୍କୁ ମଧ୍ୟ ଆକ୍ରମଣ କରିବା ଘଟଣାକୁ ଓଡ଼ିଶାର ବିଭିନ୍ନ ଛାତ୍ର ସଂଗଠନ ପ୍ରତିବାଦ କରୁଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା ।ରାଇରଙ୍ଗପୁର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବାହାରି ହାତରେ ପ୍ଲାକାର୍ଡ଼ ଓ କ୍ୟାଣ୍ଡେଲ ଧରି ଛାତ୍ର ମାନେ ଜେଏନୟୁ ଆକ୍ରମଣ ଘଟଣାକୁ ପ୍ରତିବାଦ କରିବା ସହ ଦୁର୍ବୁତ୍ତଙ୍କୁ ପୋଲିସ ଯଥାଶୀଘ୍ର ଗିରଫ କରିବା ନେଇ ନାରାବାଜି କରିଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.