ETV Bharat / state

ଆରଟିଓ ଅଫିସରେ ଚଢାଉ, 3 ଦଲାଲ ଅଟକ

author img

By

Published : Sep 26, 2019, 7:30 PM IST

ନୂତନ ମଟର ଯାନ ଆଇନ ଲାଗୁ ପରେ ଆରଟିଓ ଅଫିସରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି । ଏହି ସୁଯୋଗର ଲାଭ ଉଠେଇବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ରାଇରଙ୍ଗପୁର କାର୍ଯ୍ୟାଳୟ ପରିସରରୁ ଟାଉନ ପୋଲିସ 3ଜଣଙ୍କୁ ଦଲାଲ ସନ୍ଦେହରେ ଧରି ପଚରାଉଚରା ଜାରି ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଖବରପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

କାର୍ଯ୍ୟାଳୟ ପରିସରରେ ଚଢାଉ କରି ଟାଉନ ପୋଲିସ 3ଜଣଙ୍କୁ ଦଲାଲ ସନ୍ଦେହରେ ଧରିଥିବା ଜଣାପଡିଛି । ସେମାନଙ୍କୁ ରାଇରଙ୍ଗପୁର ଟାଉନ ଥାନାକୁ ଆଣାଯାଇ ପଚରାଉଚରା ଜାରି ରହିଛି । ଏହାପରେ ଆରିଟିଓ ଅଫିସ୍‌ରେ ବ୍ୟବସାୟ କରୁଥିବା ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଦିନକୁ ଦିନ ଦଲାଲ ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଜି ଖବର ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଟାଉନ ପୋଲିସ ତିନି ଜଣଙ୍କୁ ଦଲାଲ ସନ୍ଦେହ ରେ ଧରିଥିବା ଜଣାପଡିଛି। ସେମାନଙ୍କୁ ରାଇରଙ୍ଗପୁର ଟାଉନ ଥାନା କୁ ଆଣି ପଚରାଉଚରା ଜାରି ରହିଛି। ଏ ନେଇ ସେଠାରେ ବ୍ୟବସାୟ କରୁଥିବା ଦଲାଲ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.