ETV Bharat / state

ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର - Honey bee attacked whole family

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଦୁବଲାବେଡା ଗ୍ରାମରେ ଶଶୁର ଘରୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର । ଅଧିକ ପଢନ୍ତୁ...

Honey bee attacked whole family
ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର
author img

By

Published : Jan 30, 2020, 4:59 AM IST

ରାଇରଙ୍ଗପୁର: ଶଶୁର ଘରୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଦୁବଲାବେଡା ଗ୍ରାମରେ ।

ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର

ସୂଚନା ଅନୁଯାୟୀ, ଘୁମାଳ ଗ୍ରାମର ସଞ୍ଜୟ ମହାନ୍ତ ତାଙ୍କ ସ୍ତ୍ରୀ ତପସ୍ଵିନୀ ମହାନ୍ତ ଓ ପୁଅ ଜତିନ୍ଦ୍ର(୦୫), ଝିଅ ସନ୍ଧ୍ୟାରାଣୀ(୦୯) ଏକ ବାଇକ ଯୋଗେ ଶଶୁର ଘର ପାନପୋଷି ରୁ ରାଇରଙ୍ଗପୁର ବଜାରକୁ ଫେରୁଥିଲେ । ସେହି ସମୟରେ ଦୁବଲାବେଡା ଛକ ନିକଟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲ। । ସେଠାରୁ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ସଞ୍ଜୟଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ସଞ୍ଜୟ ଓ ତାଙ୍କ ପୁଅ ଝିଅ ସାମାନ୍ୟ ଆହତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଶଶୁର ଘରୁ ଫେରୁଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହେଲେ ସପରିବାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଦୁବଲାବେଡା ଗ୍ରାମରେ। ସୂଚନା ଅନୁଯାୟୀ ଘୁମାଳ ଗ୍ରାମର ସଞ୍ଜୟ ମହାନ୍ତ ତାଙ୍କ ସ୍ତ୍ରୀ ତପସ୍ଵିନୀ ମହାନ୍ତ ଓ ପୁଅ ଜତିନ୍ଦ୍ର(୦୫), ଝିଅ ସନ୍ଧ୍ୟାରାଣୀ(୦୯) ଏକ ବାଇକ ଯୋଗେ ଶଶୁର ଘର ପାନପୋଷି ରୁ ରାଇରଙ୍ଗପୁର ବଜାର କୁ ଆସୁଥିବା ସମୟରେ ଦୁବଲାବେଡା ଛକ ନିକଟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ। ସେଠାରୁ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ସଞ୍ଜୟ ଙ୍କ ସ୍ତ୍ରୀ ଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଥିବା ବେଳେ ସଞ୍ଜୟ ଓ ତାଙ୍କ ପୁଅ ଝିଅ ସାମାନ୍ୟ ଆହତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.