ETV Bharat / state

ରାଜ୍ୟପାଳ ଗଣେଶୀ ଲାଲଙ୍କ କପ୍ତିପଦା ଗସ୍ତ - Governor

ଆଜି(ମଙ୍ଗଳବାର) କପ୍ତିପଦା ଗସ୍ତ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଏହି ଅବସରରେ ସେ ଜଡିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସହ କପ୍ତିପଦା ମହୋତ୍ସବରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 18, 2019, 11:34 PM IST

ବାରିପଦା: ଆଜି(ମଙ୍ଗଳବାର) କପ୍ତିପଦା ଗସ୍ତ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଏହି ଅବସରରେ ସେ ଜଡିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଏହା ସହ ସେ କପ୍ତିପଦା ମହୋତ୍ସବରେ ମଧ୍ୟ ସାମିଲ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଏହା ସହ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ କରିଥିଲେ । ତେବେ ବିଦ୍ୟାଳୟ ପରେ ରାଜ୍ୟପାଳ କପ୍ତିପଦା ଗଣ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ତେବେ କପ୍ତିପଦାର ଏହି ମହୋତ୍ସବରେ ଉଦଳା ବିଧାୟକ ଭାସ୍କର ମଢେଇ, ସ୍ତମ୍ଭକାର ସତ୍ୟଶିବ ଦାସ ଓ କପ୍ତିପଦା ବ୍ଲକ ଅଧ୍ୟକ୍ଷା ସୁଶୀଳା ବାନର ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଆଜି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଗସ୍ତରେ ଆସିଥିଲେ । ଏହି
ଅବସରରେ ଜଡିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୁବର୍ଷ ଜୟନ୍ତୀ ଏବଂ କପ୍ତିପଦା ମହୋତ୍ସବ କାର୍ଯ୍ୟକ୍ରମରେ ।
ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଂଚଳକୁ ଆଜି ଗସ୍ତରେ ଆସିଥିଲେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ । ଏହି ଅବସରରେ ପ୍ରଥମେ ସେ ଜଡିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ
କରିଥଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ସୁବର୍ଣ ଜୟନ୍ତୀ କାର୍ଯ୍ୟକ୍ରମର ସ୍ମରଣିକା
ଜନ୍ମୋଚନ କରିଥିଲେ । ଏହା ସହିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ
ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । Body:ଏହା ପରେ କପ୍ତିପଦା ଠାରେ କପ୍ତିପଦା ଗଣ ମହୋତ୍ସବରେ ମୁଖ୍ୟଅତିଥୀ ଭାବେ ଯୋଗ ଦେଇଥଲେ । ଏହି ଅବସରରେ ମହୋସ୍ବ କମିଟି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନଜ୍ଞାପନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଲେ । ଏହି ଅବସରରେ କପ୍ତିପଦା ମହୋତ୍ସବରସ୍ମରଣିକା କପୋତ କୁ ରାଜ୍ୟ ପାଳ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବା ପରେ ଜନସାଧାରଣଙ୍କଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖୁଥଲେ । Conclusion:ଏହି କାର୍ଯ୍ୟକ୍ରମରେ ଉଦଳା ବିଧାୟକ ଭାସ୍କର ମଢେଇ,
ସ୍ତମ୍ଭକର ସତ୍ୟଶିବ ଦାସ, କପ୍ତିପଦା ବ୍ଲକ ଅଧ୍ୟକ୍ଷା ସୁଶୀଳା ବାନର ପ୍ରମୁଖ ମଂଚାସୀନ ହୋଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.