ETV Bharat / state

ରାଇରଙ୍ଗପୁର ଉପଖଣ୍ଡରେ କରୋନା ନେଲା ପ୍ରଥମ ମୁଣ୍ଡ - Rairangpur corona death

ରାଇରଙ୍ଗପୁର ଉପଖଣ୍ଡରେ କରୋନା ନେଲା ପ୍ରଥମ ମୁଣ୍ଡ । ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଚାଲିଗଲା ରେଗୀଙ୍କ ଜୀବନ । ଅଧିକ ପଢନ୍ତୁ...

ରାଇରଙ୍ଗପୁର ଉପଖଣ୍ଡରେ କରୋନା ନେଲା ପ୍ରଥମ ମୁଣ୍ଡ

author img

By

Published : Apr 22, 2021, 6:23 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ କରୋନା ନେଲା ପ୍ରଥମ ମୁଣ୍ଡ । କରୋନା ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଟାଉନ ଥାନା ଅଞ୍ଚଳର ଜଣେ ଗୁରୁତର ରୋଗୀ ଚିକିତ୍ସା ପାଇଁ ଆସିଥିବାବେଳେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ।

ତେବେ କୋରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ହିଁ ରୋଗୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ କୋଭିଡ ନିୟମ ଅନୁଯାୟୀ ମୃତଦେହର ଅନ୍ତିମ ସତ୍କାର ସ୍ଥାନୀୟ ପ୍ରଶାସନ ଦ୍ବାରା କରାଯାଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.