ETV Bharat / state

ସ୍ବତନ୍ତ୍ର ସାକ୍ଷାତକାରରେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା - Exclusive interview with doctor damayanthi besra

ଏ ସମ୍ମାନ କେବଳ ମୋର ନୁହେଁ ସମସ୍ତଙ୍କର। ଏଥିପାଇଁ ତଳ ସ୍ତରରୁ ମୋର ଜାତି ଓ ଉପରସ୍ତରରୁ ବଡ ବଡ ଲେଖକ,ସାହିତ୍ୟିକ ଓ ଭାଷା ପାଇଁ ଚର୍ଚ୍ଚା କରୁଥିବା ବ୍ୟକ୍ତି ବିଶେଷ ମୋତେ ସାହାଯ୍ୟ କରିଛନ୍ତି। ତେଣୁ ଭାଷା ଓ ଜାତି ହିଁ ମୋର ପରିଚୟ ବୋଲି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଡ଼ ଦମୟନ୍ତୀ ବେଶ୍ରା କହିଛନ୍ତି। ଅଧିକ ଖବର ପଢନ୍ତୁ...

_Padmashree Award
ଡ଼ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର,ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର
author img

By

Published : Jan 26, 2020, 12:15 PM IST

ବାରିପଦା: ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରୁ ଡ଼ ଦମୟନ୍ତୀ ବେଶ୍ରାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଡ଼ ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି।

ଡ଼ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର,ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

ପ୍ରଧ୍ୟାପିକା ଡ଼ ଦମୟନ୍ତୀ ବେଶ୍ରାଙ୍କୁ ରାଷ୍ଟ୍ରପତି ଦେବେ ପଦ୍ମଶ୍ରୀ ସମ୍ମାନ। ସାନ୍ତାଳୀ ସାହିତ୍ୟର କବି, ଲେଖିକା ତଥା ଗବେଷିକା ଭାବେ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଆ ଭାଷାରେ ପାରଦର୍ଶିତା ରହିଛି। ୨୦୧୦ ମସିହାରେ ଡ଼ ଦମୟନ୍ତୀ ବେଶ୍ରାଙ୍କୁ ସାନ୍ତାଳୀ ଭାଷାରେ ବିଭିନ୍ନ ପୁସ୍ତକ ସହ ଅନୁବାଦ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ମିଳିଥିଲା। ତାଙ୍କର ଦୁଇଟି ଗବେଷଣା ମୂଳକ ପୁରସ୍କାର ପଣ୍ଡିତ ରଘୁନାଥ ମୁର୍ମୁ ଏବଂ ଚାଇଚାମ୍ପିରୁ ଇଂଜ ଦିଶନ ପୁସ୍ତକ ପ୍ରକାଶ ପାଇଛି। ସନ୍ତାଳୀ ଭାଷାରେ କବିତା ସଂକଳନ, ପ୍ରବନ୍ଧ ପୂସ୍ତକ, ସମାଲୋଚନା ପୁସ୍ତକ, ବ୍ୟାକରଣ, ସନ୍ତାଳୀ ଭାଷା ସମ୍ବନ୍ଧିତ ସଂକ୍ଷିପ୍ତ ଇତିହାସ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି।

ପ୍ରାଧ୍ୟାପିକା ଡ଼ ଦମୟନ୍ତୀ ବେଶ୍ରା ବର୍ତ୍ତମାନ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ସହାୟକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଡ଼ ଦମୟନ୍ତୀ ବେଶ୍ରାଙ୍କ ଜନ୍ମ ୧୯୬୨ ମସିହା ଫେବୃଆରୀ ୧୮ ତାରିଖରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚୋବେଇଯୋଡ଼ା ଗ୍ରାମରେ। ସ୍ବର୍ଗତ ରାଜମାଲି ମାଝୀ ଏବଂ ପୁଙ୍ଗି ମାଝୀଙ୍କ ପ୍ରଥମ କନ୍ୟା ଡ଼ ଦମୟନ୍ତୀ ବେଶ୍ରା।

ତେବେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଆଦିବାସୀ ମହିଳା ଭାବେ ଡ଼ ଦମୟନ୍ତୀ ବେଶ୍ରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି। ଡ଼ ଦମୟନ୍ତୀ ବେଶ୍ରାଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ ଘୋଷଣା ପରେ ମୟୁରଭଞ୍ଜ ଜିଲ୍ଲା ତଥା ରାଜ୍ୟରୁ ଶୁଭେଚ୍ଛାର ସୁଅ ଛୁଟିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରୁ ଡ଼ ଦମୟନ୍ତୀ ବେଶ୍ରା ଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଡ଼ ଦମୟନ୍ତୀ ବେଶ୍ରା ଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମୃତ୍ୟୁଞ୍ଜୟ ସେନାପତି।

Body:ପ୍ରାଧ୍ୟାପିକା ଡ଼ ଦମୟନ୍ତୀ ବେଶ୍ରା ଙ୍କୁ ମହାମହିମ ରାଷ୍ଟ୍ରପତି ଦେବେ ପଦ୍ମଶ୍ରୀ ସମ୍ମାନ। ସାନ୍ତାଳୀ ସାହିତ୍ୟ ର କବି, ଲେଖିକା ତଥା ଗବେଶିକା ଭାବେ ସୁନାମ ଅର୍ଜନ କରିଥିବା ବେଳେ ଓଡ଼ିଆ ଭାଷାରେ ପାରଦର୍ଶିତା ରହିଛି । ୨୦୧୦ ମସିହାରେ ଡ଼ ଦମୟନ୍ତୀ ବେଶ୍ରା ଙ୍କୁ ସନ୍ତାଳୀ ଭାଷାରେ ବିଭିନ୍ନ ପୁସ୍ତକ ସହ ଅନବାଦ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ଦୁଇଟି ଗବେଷଣା ମୂଳକ ପୁରସ୍କାର ପଣ୍ଡିତ ରଘୁନାଥ ମୁର୍ମୁ ଏବଂ ଚାଇଚାମ୍ପି ରୁ ଇଂଜ ଦିଶନ ପୁସ୍ତକ ପ୍ରକାଶ ପାଇଛି। ସନ୍ତାଳୀ ଭାଷାରେ କବିତା ସଂକଳନ, ପ୍ରବନ୍ଧ ପୂସ୍ତକ, ସମାଲୋଚନା ପୁସ୍ତକ, ବ୍ୟାକରଣ, ସନ୍ତାଳୀ ଭାଷା ସମ୍ବନ୍ଧିତ ସଂକ୍ଷିପ୍ତ ଇତିହାସ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି। ପ୍ରାଧ୍ୟାପିକା ଡ଼ ଦମୟନ୍ତୀ ବେଶ୍ରା ବର୍ତ୍ତମାନ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ସହାୟକ ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଡ଼ ଦମୟନ୍ତୀ ବେଶ୍ରା ଙ୍କ ଜନ୍ମ ୧୯୬୨ ମସିହା ଫେବୃଆରୀ ୧୮ ତାରିଖରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚୋବେଇଯୋଡ଼ା ଗ୍ରାମରେ। ସ୍ୱର୍ଗତ ରାଜମାଲି ମାଝୀ ଏବଂ ପୁଙ୍ଗି ମାଝୀ ଙ୍କ ପ୍ରଥମ କନ୍ୟା ଡ଼ ଦମୟନ୍ତୀ ବେଶ୍ରା । ତେବେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ର ପ୍ରଥମ ଆଦିବାସୀ ମହିଳା ଭାବେ ଡ଼ ଦମୟନ୍ତୀ ବେଶ୍ରା ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ହେବାକୁ ଯାଉଛନ୍ତି। ଡ଼ ଦମୟନ୍ତୀ ବେଶ୍ରା ଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ ଘୋଷଣା ପରେ ମୟୁରଭଞ୍ଜ ଜିଲ୍ଲା ତଥା ରାଜ୍ୟରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.