ETV Bharat / state

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ମହୁଲ ପୋଚ ନଷ୍ଟ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅସନବଣି, ପିଠାକୁଟୁଣି ଓ ନୁସାଡିହି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଅଧିକ ପଢନ୍ତୁ...

1 କେଜି ୯୦୦ କିଲୋଗ୍ରାମ ମୋହୁଲ ପଚ ନଷ୍ଟ
1 କେଜି ୯୦୦ କିଲୋଗ୍ରାମ ମୋହୁଲ ପଚ ନଷ୍ଟ
author img

By

Published : Jan 12, 2021, 8:05 PM IST

Updated : Jan 13, 2021, 9:59 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ । ଚଢ଼ାଉ ସମୟରେ ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି ।

1 କେଜି ୯୦୦ କିଲୋଗ୍ରାମ ମୋହୁଲ ପଚ ନଷ୍ଟ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅସନବଣି, ପିଠାକୁଟୁଣି ଓ ନୁସାଡିହି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୩୫ ଲିଟର ଦେଶୀ ମଦ ଜବତ କରାଯାଇଛି ।

ଏହାସହ ମୋଟ 1900 କେଜି ମୋହୁଲ ପୋଚ ମଧ୍ୟ ନଷ୍ଟ କରାଯାଇଛି । ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳବଳେ ଚଢ଼ାଉ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jan 13, 2021, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.