ETV Bharat / state

ମୟୂରଭଞ୍ଜରେ ଦନ୍ତା ଆତଙ୍କ, ଗାଁରେ ପଶି ଭାଙ୍ଗିଲେ ଘର - home

ଗତ ବୁଧବାର ବିଳମ୍ବିତ ରାତ୍ରିରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଫାଳଝରୀ ଓ ସଇଦପୁର ଗାଁରେ ଦନ୍ତା ହାତୀ ପଶି ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 4, 2019, 7:52 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜରେ ହାତୀ ଆତଙ୍କ । ଗତ ବୁଧବାର ବିଳମ୍ବିତ ରାତ୍ରିରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଫାଳଝରୀ ଓ ସଇଦପୁର ଗାଁରେ ଦନ୍ତା ହାତୀ ପଶି ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରାୟ 13 ରୁ ଉର୍ଦ୍ଧ୍ବ ହାତୀ ଆତଙ୍କ ଖେଳାଇ ଥିଲେ । ଗତ ବୁଧବାର ପୁଣି ହାତୀ ପଶି ଦୁଇ ଜଣଙ୍କ ଘର ଭାଙ୍ଗିବା ପରେ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଫାଳଝରି ଗ୍ରାମର ବାରିସା ହଂସଦା ଓ ବରିଆ ହଂସଦାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଜଣାପଡିଛି ।

ଏପଟେ ବନବିଭାଗ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ସାରା ଜଗତର ଭକ୍ତ ଙ୍କୁ ଦର୍ଶନ ଦେବାକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଘୋଷଯାତ୍ରା । ଗଡଜାତ ରାଜ୍ୟ ବୌଦ୍ଧ ରେ ରଥଯାତ୍ରାର ସ୍ବତନ୍ତ୍ରତା ହେଉଛି ଛୋଟ ଛୁଆଙ୍କୁ ରଥଛୁଆଁ ପର୍ବ । ରଥଯାତ୍ରା ସମୟରେ ଛୁଆଙ୍କୁ ରଥଛୁଆଁଇ ତାଙ୍କ ମଙ୍ଗଳ କାମନା କରିଥାନ୍ତି ପିତାମାତା ।

Body:ବୌଦ୍ଧ ରେ ଘୋଷଯାତ୍ରା ର ସର୍ବାଧିକ ଆକର୍ଷଣୀୟ ହୋଇଥାଏ ଛୋଟ ଛୁଆଙ୍କ ରଥଛୁଆଁ ପର୍ବ ।ଗୁଣ୍ଡିଚା ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ନିଜର ଛୋଟ ଛୋଟ ଛୁଆଙ୍କୁ ରଥ ଉପରକୁ ନେଇ ରଥ ଛୁଆଁଇ ବଡ ଠାକୁରଙ୍କ ଆଶିର୍ବାଦ ଭିକ୍ଷା କରିଥାନ୍ତି ।ଆଜି ମଧ୍ୟ ଅନୁରୂପ ଭାବରେ ବୌଦ୍ଧ ରଥଯାତ୍ରା ରେ ରଥଛୁଆଁ ପର୍ବ ଦେଖିବାକୁ ମିଳିଥିଲା ।ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହ ଭକ୍ତ ମାନେ ନିଜ କୁନୀ ପିଲାଙ୍କୁ ରଥ ଛୁଆଁଇ ଆନନ୍ଦିତ ହୋଇଥିଲେ ।

Conclusion:ବାଇଟ-୧-ଭାନୁପ୍ରିୟା ସାହୁ, ଭକ୍ତ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.