ETV Bharat / state

ସଙ୍କଟରେ ଗଜରାଜ, ପୁଣି ଏକ ହାତୀ ଛୁଆର ମୃତ୍ୟୁ - ମୟୂରଭଞ୍ଜରେ ହାତୀ ଛୁଆର ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବାଘାଝରଣ ସଂକ୍ଷରିତ ଜଙ୍ଗଲରେ ପୁଣି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ଅଧିକ ପଢ଼ନ୍ତୁ

baby elephant death in mayurbhanj
ସଙ୍କଟରେ ଗଜରାଜ, ପୁଣି ଏକ ହାତୀ ଛୁଆର ମୃତ୍ୟୁ
author img

By

Published : Apr 11, 2022, 12:40 PM IST

ବାରିପଦା: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବାଘାଝରଣ ସଂକ୍ଷରିତ ଜଙ୍ଗଲରେ ପୁଣି ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ହାତୀ ଛୁଆଟିର ବୟସ 6 ମାସ ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସଙ୍କଟରେ ଗଜରାଜ, ପୁଣି ଏକ ହାତୀ ଛୁଆର ମୃତ୍ୟୁ

ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ହାତୀ ପଲରେ ଏହି ଛୁଆ ହାତୀଟି ଥିଲା। ତେବେ ଗତକାଲି ରାତିରେ ଖୁଣ୍ଟାପାଳ ଗାଁ ଦେଇ ହାତୀ ବାଘାଝରଣ ଜଙ୍ଗଲରେ ରହିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଅସୁସ୍ଥତା କାରଣରୁ ହାତୀ ମୃତ୍ୟୁବରଣ କରିଥିବା ଅନୁମାନ କରୁଛି ବନ ବିଭାଗ। ଛୁଆ ହାତୀଟି ଅଣ୍ଡିରା ବୋଲି ଜଣାପଡିଛି। ଅନ୍ୟପକ୍ଷରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ସୂଚନା ଦେଇଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.