ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭାଙ୍ଗିଲେ 5 ବଖରା ଘର - karanjia

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ସାରବିଲ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

_elepahnt destroy field and home in rairangpur
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Feb 11, 2020, 7:52 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ସାରବିଲ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀପଲରୁ 4-5ଟି ହାତୀ ଅଲଗା ହୋଇ ସାରବିଲ ଗାଁରେ ପାଞ୍ଚ ବଖରା ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇବା ସହିତ ଅନେକ ସାମଗ୍ରୀ ନଷ୍ଟ କରିଥିବାର ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ହାତୀକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ବନବିଭାଗ ତଦନ୍ତ ଆରମ୍ଭ କରିଛି। ହାତୀପଲ ସାରବିଲ ଗାଁ ନିକଟ ଜଙ୍ଗଲରେ ଥିବା ବନବିଭାଗ ତରଫରୁ ସୂଚନା ମିଳିଛି । ପ୍ରାୟ ଏକ ମାସ ପାଖାପାଖି ହେବ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଥମି ଯାଇଥିବା ବେଳେ ପୁଣି ଆଉ ଥରେ ହାତୀ ଆତଙ୍କ ଦେଖା ଦେଇଛି । ବନବିଭାଗ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ହାତୀ ଉପଦ୍ରବ ବଢିବାରେ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : କରଞ୍ଜିଆ ବନଖଣ୍ଡ ରେ ହାତୀ ଆତଙ୍କ, ପୁଣି ଭାଙ୍ଗିଲେ ପାଞ୍ଚ ବଖରା ଘର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ସାରବିଲ ଗାଁ ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ହାତୀପଲରୁ ଚାରି ପାଞ୍ଚଟି ହାତୀ ପଳେଇ ଆସି ସାରବିଲ ଗାଁ ରେ ପାଞ୍ଚ ବଖରା ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇବା ସହିତ ଅନେକ ସାମଗ୍ରୀ ନଷ୍ଟ କରିଥିବା ର ସୂଚନା ମିଳିଛି । ହାତୀ କୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବା ବେଳେ ବନବିଭାଗ ତଦନ୍ତ ଆରମ୍ଭ କରିଛି। ଏବେ ହାତୀପଲ ସାରବିଲ ଗାଁ ନିକଟ ଜଙ୍ଗଲ ରେ ଥିବା ବନବିଭାଗ ତରଫରୁ ସୂଚନା ମିଳିଛି । ପ୍ରାୟ ମାସେ ପାଖାପାଖି ହେବ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଥମି ଯାଇଥିବା ବେଳେ ପୁଣି ଆଉଥରେ ହାତୀ ଆତଙ୍କ ଦେଖାଦେଇଛି । ବନବିଭାଗ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.