ETV Bharat / state

11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକର ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ଜିଲ୍ଲାର ଠାକୁରମୁଣ୍ଡା ଥାନା ପୁମାଡ଼ିହା ଗାଁରେ ।

author img

By

Published : Aug 17, 2019, 3:08 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ଜିଲ୍ଲାର ଠାକୁରମୁଣ୍ଡା ଥାନା ପୁମାଡ଼ିହା ଗାଁରେ । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

ବିଦ୍ୟୁତ ବିଭାଗ ପକ୍ଷରୁ 11 କେଭି ତାରକୁ କମ ଉଚ୍ଚତାରେ ଟଣା ଯାଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ଯୁବକର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୃତ ଯୁବକର ପରିବାର ବର୍ଗକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ ବିଭାଗର ଏଥି ପ୍ରତି ନିଘା ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବିଦ୍ୟୁତ ତାର ସଂସ୍ପର୍ଶରେ ଆଜି ଯୁବକ ର ମୃତ୍ୟୁ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁମାଡ଼ିହା ଗାଁରେ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ଯୁବକ ଜଣଙ୍କ ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ବିଦ୍ୟୁତ ବିଭାଗ ପକ୍ଷରୁ 11 କେଭି ତାର କୁ କମ ଉଚ୍ଚତା ରେ ଟଣା ଯାଇଥିବା ଯୋଗୁଁ ଏ ଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ଯୁବକ ର ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକର ପରିବାର ବର୍ଗ କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଖମଖିଆଲି ନୀତି ଯୋଗୁ ବାରମ୍ବାର ଦୁର୍ଘଟଣା ଘଟିଥିବା ବେଳେ ବିଭାଗର ଏଥିପ୍ରତି ନିଘନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.