ETV Bharat / state

ଦୁଆଷୋଳି ଗାଁରୁ ହରିଣ ଉଦ୍ଧାର - deer rescue in duasali village of mayurbhanj

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ନୂଆଗାଁ ଦୁଆଷୋଳି ଗାଁରୁ ହରିଣ ଉଦ୍ଧାର । ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ହରିଣକୁ ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଦୁଆଷୋଳି ଗାଁରୁ ହରିଣ ଉଦ୍ଧାର
ଦୁଆଷୋଳି ଗାଁରୁ ହରିଣ ଉଦ୍ଧାର
author img

By

Published : Jul 13, 2020, 6:31 PM IST

Updated : Jul 13, 2020, 6:56 PM IST

ବାରିପଦା:ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ନୂଆଗାଁ ଦୁଆଷୋଳି ଗ୍ରାମ ନିକଟରେ ଏକ ହରିଣ ଉଦ୍ଧାର । ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି ଗାଁ ଭିତରେ ଏକ ଜାଲରେ ହରିଣଟି ଫସି ଯାଇଥିବା ବେଳେ ଗ୍ରାମବାସୀ ହରିଣଟିକୁ ଭଦ୍ଧାର କରିଥିଲେ।

ଦୁଆଷୋଳି ଗାଁରୁ ହରିଣ ଉଦ୍ଧାର

ହରିଣକୁ ଉଦ୍ଧାର କରିବା ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚିବା ପରେ ବନବିଭାଗକୁ ହରିଣଟିକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ । ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟର ଚହଲା ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଜଙ୍ଗଲ ନଷ୍ଟ ହେବା ଫଳରେ ଶିମିଳିପାଳ ଅଭୟାରଣ୍ୟରୁ ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 13, 2020, 6:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.