ETV Bharat / state

ଏନଏଚ କଡରୁ କ୍ଷତବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଣେ ଅଜଣା ଯୁବକଙ୍କ କ୍ଷତ ବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର କରାଯାଇଛି । ବିଶୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

author img

By

Published : Aug 11, 2019, 2:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଜଣେ ଅଜଣା ଯୁବକଙ୍କ କ୍ଷତ ବିକ୍ଷତ ଫୁଙ୍ଗୁଳା ମୃତଦେହ ଉଦ୍ଧାର କରାଯାଇଛି । ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହୋଇଥିବା କୁହାଯାଉଛି । ମୃତ ଶରୀରର ହାତ ଓ ମୁହଁରେ କ୍ଷତ ଚିହ୍ନରୁ ତାଙ୍କୁ କେହି ହତ୍ୟା କରିଥିବାର ଅନୁମାନ କରାଯାଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଅଜଣା ଯୁବକଙ୍କ କ୍ଷତବିକ୍ଷତ ନଗ୍ନ ମୃତ ଦେହ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧୀନରେ ଥିବା ଖଡମ୍ବେଡା ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରେ। ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବାବେଳେ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହେଇଥିବା ଅନୁମାନ କରାଯାଉଛି। ଦେହ, ହାତ ଓ ମୁହଁ ରେ କ୍ଷତ ଚିହ୍ନ ଓ ସମ୍ପୁର୍ଣ୍ଣ ନଗ୍ନ ଅବସ୍ଥାରେ ଦେଖି ଅନୁମାନ କରାଯାଉଛି ଯେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ରାସ୍ତା କଡ଼ରେ ଥିବା ବୁଦା ମୂଳରେ ଫୋପାଡି ଦେଇଛନ୍ତି। ତେବେ ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇଛନ୍ତି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.