ETV Bharat / state

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ବିଲରୁ ମିଳିଲା ଯୁବକଙ୍କ ମୃତଦେହ । ଯୁବକଙ୍କୁ ଗ୍ରାମବାସୀ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଦ୍ଧା ସେ ବଞ୍ଚି ନଥିଲେ ।

author img

By

Published : Oct 10, 2019, 4:31 PM IST

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗାଁ ଚାଷଜମିରୁ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଲୋକେ ସକାଳେ ବିଲକୁ ଯାଉଥିବା ବେଳେ ଉକ୍ତ ଯୁବକ ଜଣକ ତଳେ ପଡି ଛଟପଟ ହେଉଥିବା ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି |

ବିଲରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୃତକ ଜଣକ ହେଲେ ଖୁଣ୍ଟା ଥାନା କଇମି ଗ୍ରାମର ମାତୁ ମୁର୍ମୁ । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ମାତୁଙ୍କ ଘର କାହ୍ନୁପୁର ଗାଁ ଠାରୁ ଦୁଇ କିଲୋମିଟର ଦୂର ହୋଇଥିବା ବେଳେ ସେ ସେଠାକୁ ଆସିଲେ କିପରି ଏବଂ ସେଠାରେ ମୁର୍ମୁଷୁ ଅବସ୍ଥାରେ ପଡ଼ି ରହିଲେ କିପରି ତାହା ଏବେ ବି ଅସ୍ପଷ୍ଟ ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଏହାକୁ ହତ୍ୟାକାଣ୍ଡ କିମ୍ବା ସାପ କାମୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ହୋଇଛି ବୋଲି ସନ୍ଦେହ କରୁଛି । ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାହ୍ନୁପୁର ଗ୍ରାମ ବିଲରେ ଜଣେ ଯୁବକ ମୁର୍ମୁଷୁ ଅବସ୍ତାରେ ପଡ଼ିଥିଲେ । ସ୍ଥାନୀୟ ଲୋକେ ସକାଳେ ବିଲକୁ ଯାଇଥୁବାବେଳେ ସେଠାରେ ଯୁବକଙ୍କୁ ମୁର୍ମଷୁ ଅବସ୍ତାରେ ଦେଖୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତାଙ୍କ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ହେଲେ ସେଠାରେ
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ମୃତକ ଜଣକ ହେଲେ ଖୁଣ୍ଟା ଥାନା କଇମି ଗ୍ରାମର ମାତୁ ମୁର୍ମୁ । ମୃତ୍ୟୁର କାରଣ ଏବେ ବି ଅସ୍ଟଷ୍ଟ୍‌ ରହିଛି । ମାତୁଙ୍କ ଘର କାହ୍ନୁପୁର ଗ୍ରାମଠାରୁ ଦୁଇ କିଲୋମିଟର ଦୂର ହୋଇଥୁବାବେଳେ ସେ ସେଠାକୁ ଆସିଲେ କିପରି ଏବଂ ସେଠାରେ ମୁର୍ମୁ ଷୁ ଅବସ୍ତାରେ ପଡ଼ିରହିଲେ କିପରି ତାହା ଏବେ ବି ଅସ୍ପଷ୍ଣ । ଯେହେତୁ ସେ ମୁର୍ମୁଷୁ ଅବସ୍ଥାରେ ବିଲରେ ପଡ଼ିଥିଲେ | ତାଙ୍କୁ କେହି ହତ୍ୟା କରିଛି କିମ୍ବା ସାପ କାମୁଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ । ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.