ETV Bharat / state

ସାମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଖୋଲିଲା ଡ୍ୟାମଗେଟ - ଖୋଲିଲା ଡ୍ୟାମର ଗେଟ

ଆସୁଛି ବାତ୍ୟା, ବାତ୍ୟାକୁ ଆଖି ଆଗରେ ରଖି ଖୋଲିଛି ଡ୍ୟାମର ଗେଟ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଥିବା ସୁନେଇ ଏବଂ କାଳ ପ୍ରକଳ୍ପର ଦୁଇ ଗୋଟି ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲିଛି । ଅଧିକ ପଢନ୍ତୁ...

Dam  gates are been opened
ସାମ୍ଭାବ୍ୟ ବାତ୍ୟାକୁ ନେଇ ଖୋଲିଲା ଡ୍ୟାମର ଗେଟ
author img

By

Published : May 15, 2020, 7:51 PM IST

ବାରିପଦା: ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଖୋଲିଛି ଡ୍ୟାମର ଗେଟ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଥିବା ସୁନେଇ ଏବଂ କାଳ ପ୍ରକଳ୍ପର ଦୁଇ ଗୋଟି ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲିଛି ।

ସାମ୍ଭାବ୍ୟ ବାତ୍ୟାକୁ ନେଇ ଖୋଲିଲା ଡ୍ୟାମର ଗେଟ

କାଳ ଡ୍ୟାମ ଓ ସୁନେଇ ଡ୍ୟାମର ଗେଟ ଶୁକ୍ରବାର ଖୋଲିଛି । ଦୁଇ ଗୋଟି ଡ୍ୟାମରେ ୬୦ ପ୍ରତିଶତ ଜଳ ରଖି ବାକି ଜଳ ଛଡା ଯାଉଥିବା ସୂଚନା ମିଳିଛି । କାଳ ତ୍ୟାମରେ ଜଳଧାରଣ କ୍ଷମତାର ୮୬ ପ୍ରତିଶତ ଜଳ ରହିଥିବା ବେଳେ ତାହାର ସ୍ତରକୁ ୬୦ ପ୍ରତିଶତ ପହଞ୍ଚାଇବା ପର୍ଯ୍ୟନ୍ତ ଗେଟ ଖୋଲା ରହିବ ବୋଲି କହିଛନ୍ତି କାଳ ପ୍ରକଳ୍ପର ଏସଡିଓ ।

ଏହାସହିତ ଡ୍ୟାମରେ ଏବେ ୭୭.୧୬ ମିଟର ଜଳ ରହିଥିବା ବେଳେ ତାହାର ସ୍ତରକୁ ୭୫.୮୬ ପହଞ୍ଚାଇବା ପରେ ଗେଟ ବନ୍ଦ କରି ଦିଆଯିବ ବୋଲି ଜଣାଯାଇଛି । ସେହିପରି ଭାବେ ସୁନେଇ ଡ୍ୟାମରେ ମଧ୍ୟ ଗୋଟିଏ ଗେଟ ଖୋଲାଯାଇଥିବା ବେଳେ ତାହାର ଜଳସ୍ତରକୁ ୬୦ ପ୍ରତିଶତରେ ସ୍ଥିର ରଖାଯିବ ବୋଲି ଜଣାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.