ETV Bharat / state

ଆଜିଠୁ ଶିମିଳିପାଳରେ କୁମ୍ଭୀର ଗଣନା - ଆଜିଠୁ ଶିମିଳିପାଳରେ କୁମ୍ଭୀର ଗଣନା

ଶିମିଳିପାଳରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ଶିମିଳିପାଳରେ ତିନିଦିନ ଯାଏ କୁମ୍ଭୀର ଗଣନା ପ୍ରକ୍ରିୟା ଚାଲିବ। ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

crocodile count begin from today in similipal
ଆଜିଠୁ ଶିମିଳିପାଳରେ କୁମ୍ଭୀର ଗଣନା
author img

By

Published : Jan 5, 2022, 12:25 PM IST

ରାଇରଙ୍ଗପୁର: ଶିମିଳିପାଳରେ କୁମ୍ଭୀର ଗଣନା ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ଶିମିଳିପାଳରେ ତିନିଦିନ ଯାଏ କୁମ୍ଭୀର ଗଣନା ପ୍ରକ୍ରିୟା ଚାଲିବ।

ଆଜିଠୁ ଶିମିଳିପାଳରେ କୁମ୍ଭୀର ଗଣନା

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ବିଶେଷ କରି ଶିମିଳିପାଳରୁ ଯାଇଥିବା ଖଈରି ନଦୀ, ବୁଢ଼ାବଳଙ୍ଗ, ଖଡ଼ଖାଇ, ସାଳନ୍ଦୀ ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି ।

ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଗୋମୁହାଁ ପ୍ରଜାତିର କୁମ୍ଭୀର ଦେଖା ଯାଇଥାନ୍ତି । ପ୍ରତ୍ୟେକ ରେଞ୍ଜରେ ଦୁଇରୁ ତିନୋଟି ଟିମ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଉଛି । ଏଥିସହ ଉତ୍ତର ଶିମିଳିପାଳ ଓ ଦକ୍ଷିଣ ଶିମିଳିପାଳ ଅଞ୍ଚଳରେ ମଧ୍ୟ କୁମ୍ଭୀର ଗଣନା ଚାଲିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.