ETV Bharat / state

ମୟୂରଭଞ୍ଜରେ 8721 ଜଣ କୋରୋନା ଆକ୍ରାନ୍ତ

ରାଜ୍ୟରେ କୋରୋନା ସଂକ୍ରମଣ ମାମଲାରେ ମୟୂରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଛି । ଏଠି ଦୈନିକ ଶହେ ସଂକ୍ରମିତ ହେଉଛନ୍ତି । ଫଳରେ ମୋଟ ସଂକ୍ରମଣ ସଂଖ୍ୟା 8721ରେ ପହଞ୍ଚିଛି ।

author img

By

Published : Oct 6, 2020, 7:13 AM IST

ମୟୂରଭଞ୍ଜରେ ମୋଟ 8721 ଜଣ କୋରୋନା ଆକ୍ରାନ୍ତ
ମୟୂରଭଞ୍ଜରେ ମୋଟ 8721 ଜଣ କୋରୋନା ଆକ୍ରାନ୍ତ

ବାରିପଦା: ମୟୂରଭଞ୍ଜରେ ଶହେ ତଳକୁ ଖସୁନି କୋରୋନା ଆକ୍ରାନ୍ତ ସଂଖ୍ୟା । ସୋମବାର ପୁଣି 101 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ନୂତନ ଆକ୍ରାନ୍ତଙ୍କୁ ମିଶାଇ 8721ରେ ପହଞ୍ଚିଛି ।

ମୟୂରଭଞ୍ଜରେ ମୋଟ 8721 ଜଣ କୋରୋନା ଆକ୍ରାନ୍ତ

ସେପଟେ ଜିଲ୍ଲାରୁ ୭୩୩୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୧୩୯୧ଟି ମାମଲା ସକ୍ରିୟ ରହିଛି । ରାଜ୍ୟରେ କୋରୋନା ସଂକ୍ରମିତ ଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିବା ସହ ସରକାରୀ ରିପୋର୍ଟ ଅନୁଯାୟୀ ଏଠି 27 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ଜିଲ୍ଲାର ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି। ୧୦୧ ନୂତନ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.