ETV Bharat / state

୧୦ ଦଫା ଦାବି ନେଇ ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Nov 11, 2019, 8:58 PM IST

ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ବାମନଘାଟି ସରକାରୀ ଠିକାଦାର ସଂଘ ।

୧୦ ଦଫା ଦାବି ନେଇ ଠିକାଦାର ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବାମନଘାଟି ସରକାରୀ ଠିକାଦାର ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ଠିକାଦାର ସଂଘ ।

ସଂଘ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜିଲ୍ଲାର ବାଲି, ଚିପ୍ସ ସହ ମେଟାଲ ଭଳି ଦ୍ରବ୍ୟ ଉପରେ ସରକାର ଜିଏସଟି ଶୁଳ୍କ ଲାଗୁ କରିବା, ଶ୍ରମିକ ମଜୁରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଠିକାଦାରଙ୍କ କାର୍ଯ୍ୟ ସମାପ୍ତ ହେବା ପରେ ତୁରନ୍ତ ବିଲ୍ ନମିଳିବା, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ପ୍ରଦାନ ସହ ରୟାଲିଟି ରସିଦ ଦାଖଲ ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବି କରାଯାଇଛି । ଉକ୍ତ ଦଫା ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ ।

ତେବେ ସରକାର ଯଥାଶୀଘ୍ର ଠିକାଦାରଙ୍କ ଦାବି ପୂରଣ ନକରନ୍ତି ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଜାରି ରଖିବା ନେଇ ସରକାଙ୍କୁ ଚେତାବନୀ ଦେଇଛି ସଂଘ । ଅନ୍ୟପଟେ କାର୍ଯ୍ୟବନ୍ଦ ଯୋଗୁଁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ହଜାର ହଜାର ଶ୍ରମିକ କାମ ନପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ୧୦ ଦଫା ଦାବି ନେଇ ବାମନଘାଟି ସରକାରୀ ଠିକାଦାର ସଂଘର ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ । ୧୦ ଦଫା ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛି ସଂଘ । ସଂଘ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଜିଲ୍ଲାର ବାଲି, ଚିପ୍ସ ସହ ମେଟାଲ ଭଳି ଦ୍ରବ୍ୟ ଉପରେ ସରକାର ଜିଏସଟି ଶୁଳ୍କ ଲାଗୁ କରିବା, ଶ୍ରମିକ ମଜୁରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଠିକାଦାରଙ୍କ କାର୍ଯ୍ୟ ସମାପ୍ତ ହେବା ପରେ ତୁରନ୍ତ ବିଲ୍ ନମିଳିବା, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରୀଟି ପ୍ରଦାନ ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ପ୍ରଦାନ ସହ ରୟାଲିଟି ରସିଦ ଦାଖଲ ନିର୍ଦ୍ଦେଶ ତୁରନ୍ତ ପ୍ରତ୍ୟାହାର କରିବା ଆଦି ଦାବି କରାଯାଇଛି । ତେବେ ସରକାର ଯଦି ଯଥାଶୀଘ୍ର ଠିକାଦାରଙ୍କ ଦାବି ପୂରଣ ନ କରନ୍ତି ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଜାରି ରଖିବା ନେଇ ସରକାଙ୍କୁ ଚେତାବନୀ ଦେଇଛି ସଂଘ । ଅନ୍ୟ ପଟେ କାର୍ଯ୍ୟବନ୍ଦ ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ହଜାର ହଜାର ଶ୍ରମିକ କାମ ନ ପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।Body:XConclusion:X

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.