ETV Bharat / state

ନାଗ ଆତଙ୍କ, ମୟୂରଭଞ୍ଜରୁ 18 ନାଗଛୁଆ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲାରେ ନାଗ ଆତଙ୍କ। ଶୋଇବା ଘରୁ ନାଗୁଣି ସହ ବାହାରିଲା 18 ଟି ନାଗ ସାପ ଛୁଆ । ସାପକୁ ଉଦ୍ଧାର କରାଯିବା ପରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 26, 2019, 9:49 PM IST

ବାରିପଦା: ଜିଲ୍ଲାରେ ନାଗ ଆତଙ୍କ। ପୁଣି ଜଣଙ୍କ ଶୋଇବା ଘରୁ ନାଗୁଣି ସହ ବାହାରିଲା 18ଟି ନାଗ ସାପ ଛୁଆ । ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ତଡାକିଝରଣ ଗାଁର ଗୋବିନ୍ଦ ଟୁଡୁଙ୍କ ଘରୁ ବାହାରିଛି ନାଗୁଣି ସହ ସାପ ଛୁଆ । ନାଗ ସାପକୁ ଦେଖି ଘର ମାଲିକ ବନବିଭାଗକୁ ଖବର ଦେଇଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ଖବର ପାଇ ବନବିଭାଗ ସ୍ନେକ ହେଲ୍ପ ଲାଇନର କ୍ରିଷ୍ଣା ଗୋଛାୟତଙ୍କ ସହାୟତାରେ ପ୍ରଥମେ ମାଆ ସାପକୁ ଧରିଥିଲେ ପରେ କାନ୍ଥ ଭିତରେ ଆହୁରି ନାଗ ଥିବା ସନ୍ଦେହ କରି କାନ୍ଥ ଖୋଲିବାରୁ 18 ଟି ନାଗ ସାପ ଛୁଆକୁ ଉଦ୍ଧାର କରାଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ସାପକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲାରେ ନାଗ ଆତଙ୍କ, ପୁଣି ଜଣଙ୍କ ଶୋଇବା ଘରୁ ବାହାରିଛି ନାଗୁଣି ସହ ବାହାରିଲା 18 ଟି ନାଗ ଛୁଆ।ମୟୁରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ତଡାକିଝରଣ ଗାଁ ର ଗୋବିନ୍ଦ ଟୁଡୁ ଙ୍କ ଘରୁ ବାହାରିଛି ନାଗୁଣି ସହ ଛୁଆ। ନାଗ ସାପ କୁ ଦେଖି ଘର ମାଲିକ ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ସ୍ନେକ ହେଲ୍ପ ଲାଇନ ର କ୍ରିଷ୍ଣା ଗୋଛୟତ ଙ୍କ ସହାୟତା ରେ ପ୍ରଥମେ ନାଗୁଣି କୁ ଧରିଥିଲେ ପରେ କାନ୍ଥ ଭିତରେ ଆହୁରି ନାଗ ଥିବା ସନ୍ଦେହ କରି କାନ୍ଥ ଖୋଲିବାରୁ 18 ଟି ନାଗ ସାପ ଛୁଆ କୁ ଉଦ୍ଧାର କରିଥିଲେ। Body:ତେବେ ନାଗୁଣି ଓ ଛୁଆ କୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟ ରେ ଛାଡ଼ି ଦିଆଯାଇଛି।
ବାଇଟ-ଗୋବିନ୍ଦ ଟୁଡୁ-ଘର ମାଲିକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.