ETV Bharat / state

ଖସୁଛି ପଦ୍ମ ପାଖୁଡା: ଦଳ ଛାଡିଲେ ରାଜ୍ୟ ଉପସଭାପତି ରାଜକିଶୋର ଦାସ

ମୟୂରଭଞ୍ଜ ଜିଲ୍ଲାର ବିଜେପିର ଜଣେ ଟାଣୁଆ ନେତା ରାଜକିଶୋର ଦାସ ନିଜ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି ।

author img

By

Published : Mar 24, 2019, 11:54 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ବିଜେପି ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜକିଶୋର ଦାସ ବିଜେପିରୁ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବିଜେପିର ଜଣେ ଟାଣୁଆ ନେତା ରାଜକିଶୋର ଦାସ ନିଜ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ରାଜକିଶୋର ଦାସ ବିଜେପି ଟିକଟରେ ଥରେ ବାରିପଦା ନିର୍ବାଚନ ମଣ୍ଡଳୀରୁ ଓ ଦୁଇ ଥର ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ବିଜେପିରୁ 3ଥର ଲଢ଼ି ହାରିଥିବା ରାଜକିଶୋର ଦାସ ଏଥର ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେପି ଗତ ପଞ୍ଚାୟତ ନିର୍ବାଚନରେ ରାଜକିଶୋର ଦାସଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାରେ ଆଶାତୀତ ସଫଳତା ଲାଭ କରିଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.