ETV Bharat / state

ମୟୂରଭଞ୍ଜ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ - ବିଜେଡି

ଶନିବାର ବିଜେଡି ପକ୍ଷରୁ ବାରିପଦା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 8, 2019, 3:48 AM IST

ବାରିପଦା: ବିଜେଡି ଫୋକସରେ ମୟୂରଭଞ୍ଜ ଜିଲ୍ଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ 2019 ସାଧାରଣ ନିର୍ବାଚନ ଉଭୟରେ ବିଜେଡିର ବିଫଳତା ପରେ ବିଜେଡିକୁ ଘାରିଛି ସଙ୍ଗଠନ ଚିନ୍ତା। ବିଜେଡି କବଜାରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ଦଳର ଖରାପ ପ୍ରଦର୍ଶନ ପରେ ସଙ୍ଗଠନ ଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ନୂତନ ଭାବେ ଯାଜପୁର ବିଧାୟକ ପ୍ରଣବ କିଶୋର ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି। ଶନିବାର ବିଜେଡି ପକ୍ଷରୁ ବାରିପଦା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରବଣ କିଶୋର ଦାସ, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତରାୟ, ରାଜସ୍ଵ ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କ ସହ ଜିଲ୍ଲାର ବିଜେଡି ବିଧାୟକ ଓ ନେତା ଉପସ୍ଥିତ ଥିଲେ। ଶନିବାରଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଭେଦଭାବ ଛାଡି ସବୁ ବିଜେଡି ନେତାଙ୍କୁ ଏକାଠି କାମ କରିବାକୁ ଆହ୍ବାନା ଦେଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ଦାସ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:ବିଜେଡି ଫୋକସ ରେ ମୟୁରଭଞ୍ଜ ଜିଲ୍ଲା। ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ 2019 ସାଧାରଣ ନିର୍ବାଚନ ଉଭୟ ରେ ବିଜେଡି ର ବିଫଳତା ପରେ ବିଜେଡି କୁ ଘାରିଛି ସଂଗଠନ ଚିନ୍ତା। ବିଜେଡି କବଜାରେ ଥିବା ମୟୁରଭଞ୍ଜ ଜିଲ୍ଲା ରେ ଦଳର ଖରାପ ପ୍ରଦର୍ଶନ ପରେ ସଂଗଠନ ଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଛି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିକଟରେ ଜିଲ୍ଲା ପାଇଁ ନୂତନ ଭାବେ ଯାଜପୁର ବିଧାୟକ ପ୍ରଣବ କିଶୋର ଦାସ ଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛନ୍ତି। ଆଜି ବିଜେଡି ପକ୍ଷରୁ ବାରିପଦା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଯାଜପୁର ବିଧାୟକ ପ୍ରବଣ କିଶୋର ଦାସ, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତରାୟ, ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଙ୍କ ସହ ଜିଲ୍ଲାର ବିଜେଡି ବିଧାୟକ ଓ ନେତାଙ୍କୁ ଦେଖିବାକୁ ମିଳିଥିଲା। ଆଜିଠାରୁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଭେଦଭାବ ଛାଡି ସବୁ ବିଜେଡି ନେତାଙ୍କୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ଦାସ।
ବାଇଟ-ଅରୁଣ ସାହୁ-କୃଷି ମନ୍ତ୍ରୀ
ବାଇଟ-ସୁଦାମ ମାର୍ଣ୍ଡି-ରାଜସ୍ଵ ମନ୍ତ୍ରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.