ETV Bharat / state

ମୟୁରଭଞ୍ଜ ବ୍ଲକ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକରେ ଉପନିର୍ବାଚନ ଅନୁଷ୍ଠିତ । ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 21, 2019, 7:09 PM IST

ବାରିପଦା: ସାଧାରଣ ନିର୍ବାଚନ ପରେ ମୟୁରଭଞ୍ଜ ଜିଲ୍ଲାର ରାଜନୀତିରେ ନିରବତା ଦେଖାଦେଇଥିଲା । କିନ୍ତୁ ବୁଧବାର ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ଓ ଜାମଦା ବ୍ଲକ ଉପାଦକ୍ଷ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବାପରେ ପୁଣିଥରେ ଚଳଚଞ୍ଚଳ ହୋଇଥିଲା ଜିଲ୍ଲା ରାଜନୀତି । ଉଭୟ ପଦବୀରେ ଥିବା ପ୍ରତିନିଧି ମାନଙ୍କର ଅକାଳ ବିୟୋଗ ପରେ ଏହି ଦୁଇ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଥିଲା। ତେବେ ଉଭୟ ପଦବୀରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗୋପବନ୍ଧୁ ନଗର ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସୁକେଶ୍ବର ମଢେଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଓଡିଶା ସରକାରଙ୍କ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ ବିଜୟ ଉତ୍ସବରେ ସାମିଲ ହୋଇଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:ସାଧାରଣ ନିର୍ବାଚନ ପରେ ମୟୁରଭଞ୍ଜ ଜିଲ୍ଲାର ରାଜନୀତି ରେ ନିରବତା ଦେଖାଦେଇଥିଲା। ଆଜି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ଓ ଜାମଦା ବ୍ଲକ ଉପାଦକ୍ଷ ପଦବୀ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉଭୟ ପଦବୀରେ ଥିବା ପ୍ରତିନିଧି ମାନଙ୍କର ଅକାଳ ବିୟୋଗ ପରେ ଏହି ଦୁଇ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଥିଲା। ତେବେ ଉଭୟ ପଦବୀରେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ହୋଇଛନ୍ତି। ଗୋପବନ୍ଧୁ ନଗର ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସୁକେଶ୍ବର ମଢେଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେଡି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ଓଡିଶା ସରକାରଙ୍କ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ ବିଜୟ ଉତ୍ସବ ରେ ସାମିଲ ହୋଇଥିଲେ।
ବାଇଟ-ସୁକେଶ୍ବର ମଢେଇ-ନବ ନିର୍ବାଚିତ ଅଧ୍ୟକ୍ଷ-ଗୋପବନ୍ଧୁ ନଗର ବ୍ଲକ
ବାଇଟ-ଦେବାଶିଷ ମହାନ୍ତି-ଜିଲ୍ଲା ସଭାପତି-ବିଜେଡି
ବାଇଟ-ରାଜକିଶୋର ଦାସ-ବିଧାୟକ ମୋରଡ଼ା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.