ETV Bharat / state

ଭାଲୁ ଆକ୍ରମଣରେ ଜଣେ ଗୁରୁତର - ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର । ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ.....

bear attack in a man in mayurbhanj district
ଭାଲୁ ଆକ୍ରମଣରେ ଜଣେ ଗୁରୁତର
author img

By

Published : Jun 15, 2020, 1:03 PM IST

ରାଇରଙ୍ଗପୁର : ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ହେଲେ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲାର ଜରକ୍ ଗାଁରେ ମରା ଜଙ୍ଗା ନାମକ ଜନୈକ ବ୍ୟକ୍ତି ନିଜ ଝିଅ ଘର ନିକଟ ଗୌରିଆବାହାଳି ଗାଁକୁ ଯାଉଥିଲେ । ପାଖ ଜଙ୍ଗଲ ଦେଇ ଯାଉଥିବାରୁ ଭାଲୁ ହାବୁଡରେ ପଡି ଯାଇଥିଲେ । ଫଳରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.