ETV Bharat / state

ବାଲେଶ୍ଵର-ବାଙ୍ଗରିପୋଷି ଡିଏମୟୁ ବଗିରେ ଅଗ୍ନିକାଣ୍ଡ - ବାଲେଶ୍ଵର-ବାଙ୍ଗରିପୋଷି ଡିଏମୟୁ ଟ୍ରେନ

ବାଲେଶ୍ଵର-ବାଙ୍ଗରିପୋଷି ମଧ୍ୟରେ ଚଳାଚଳ କରୁଥିବା ଡିଏମୟୁ ବଗିରେ ଅଗ୍ନିକାଣ୍ଡ ହୋଇଛି । ଏହି ଟ୍ରେନଟି ବାଙ୍ଗରିପୋଷି ରେଳଷ୍ଟେସନରେ ଛିଡା ହୋଇଥିବା ବେଳେ ସର୍ଟସର୍କିଟ ଯୋଗୁଁ ବଗିରେ ନିଆଁ ଲାଗିଯାଇଛି । ଅଧିକ ପଢନ୍ତୁ...

ବାଲେଶ୍ଵର-ବାଙ୍ଗରିପୋଷି ଡି ଏମ ୟୁ ଟ୍ରେନ ବଗିରେ ନିଆଁ , ବାଙ୍ଗରିପୋଷି ଷ୍ଟେସନ ରେ ଘରିଛି ଘଟଣା

author img

By

Published : Dec 3, 2019, 4:49 PM IST

ବାରିପଦା: ବାଲେଶ୍ଵର-ବାଙ୍ଗରିପୋଷି ମଧ୍ୟରେ ଚଳାଚଳ କରୁଥିବା ଡିଏମୟୁ ବଗିରେ ଅଗ୍ନିକାଣ୍ଡ ହୋଇଛି । ଏହି ଟ୍ରେନଟି ବାଙ୍ଗରିପୋଷି ରେଳଷ୍ଟେସନରେ ଛିଡା ହୋଇଥିବା ବେଳେ ସର୍ଟସର୍କିଟ ଯୋଗୁଁ ଏହାର ବଗିରେ ନିଆଁ ଲାଗିଯାଇଛି । ଏହା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଖବର ପାଇ ବାଙ୍ଗରିପୋଷି ଅଗ୍ନିଶମ ବିଭାଗ ରେଳ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବା ସହ ମରାମତି ହେବା ପରେ ଟ୍ରେନଟି ବାଲେଶ୍ଵର ଆସିବ ।

ବାଲେଶ୍ଵର-ବାଙ୍ଗରିପୋଷି ଡି ଏମ ୟୁ ଟ୍ରେନ ବଗିରେ ନିଆଁ , ବାଙ୍ଗରିପୋଷି ଷ୍ଟେସନ ରେ ଘରିଛି ଘଟଣା

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଂଜ ଜିଲ୍ଲା ବାଙ୍ଗରିପୋଷି ରେଳଷ୍ଟେସନ ରେ ବାଲେଶ୍ଵର-ବାଙ୍ଗରିପୋଷି ଡି ଏମ ୟୁ ଟ୍ରେନ ଛିଡ଼ା ହୋଇଥିବା ବେଳେ ଲାଗିଲା ନିଆଁ। ଟ୍ରେନ ଟି ଷ୍ଟେସନ ରେ ଛିଡା ହୋଇଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ବଗି ରେ ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡ ରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ବାଙ୍ଗରିପୋଷି ଅଗ୍ନିଶମ ବିଭାଗ ବାଙ୍ଗରିପୋଷି ରେଳ ଷ୍ଟେସନରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡିଛି। ତେବେ ଟ୍ରେନ ରେ ଅଗ୍ନିକାଣ୍ଡ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେବା ସହ ମରାମତି ପରେ ଟ୍ରେନ ଟି ବାଲେଶ୍ଵର ଆସିବ ବୋଲି ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.