ETV Bharat / state

ପୋଷ୍ଟାଲ ଇନ୍ସପେକ୍ଟର ନେଉଥିଲେ ଲାଞ୍ଚ, ବାନ୍ଧିଲା ସିବିଆଇ

ଲାଞ୍ଚ ନେଇ ଫସିଲେ ପୋଷ୍ଟାଲ ଇନ୍ସପେକ୍ଟର । ବିଲ ପାସ କରାଇବାକୁ ଯାଇ 15 ହଜାର ଟଙ୍କା ନେଉଥିବାବେଳେ ଗିରଫ କଲା ସିବିଆଇ । ଅଧିକ ପଢନ୍ତୁ...

author img

By

Published : Jan 14, 2020, 10:27 PM IST

ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ
ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ

ରାଇରଙ୍ଗପୁର: 15 ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଷ୍ଟାଲ ସବ ଡିଭିଜିନାଲ ଇନ୍ସପେକ୍ଟର ସଞ୍ଜିତ ବେହେରାଙ୍କୁ ଗିରଫ କରିଛି ସିବିଆଇ । ରରୁଆଁ ବ୍ଲକ ଝାଡଗୁସ୍ତା ଜିପି ପୋଷ୍ଟାଲ ବ୍ରାଞ୍ଚ ମାଷ୍ଟର ସୁକାନ୍ତ ମହାକୁଡଙ୍କ ପାଖରୁ ଏକ ବିଲ ପାସ କରାଇବା ପାଇଁ ସେ ନେଇଥିଲେ ଲାଞ୍ଚ ।

ପୋଷ୍ଟାଲ ଇନ୍ସପେକ୍ଟରକୁ ଗିରଫ କଲା ସିବିଆଇ

ଅନ୍ୟପଟେ, ଅପରାହ୍ନ 4ଟାରୁ ଅଧିକାରୀଙ୍କ ଘର, ଅଫିସ ଓ ଶ୍ବଶୁର ଘରେ ଚଢାଉ ଜାରି ରଖିଛି ସିବିଆଇର ଏକ ଟିମ । ସଞ୍ଜିତ ବେହେରାଙ୍କ ନିଜ ବାସଭବନ ବିଜାତଳା ବ୍ଲକ ଜାମୁଡାଳି ଗାଁ ସହ ଶ୍ବଶୁର ଘର ଇଚିଣ୍ଡା ବାସଭବନରେ ମଧ୍ୟ ଚଢାଉ କରିଥିବା ସୂଚନା ରହିଛି । ଚଢାଉରେ ସିବିଆଇର 12 ଜଣିଆ ଟିମ ସାମିଲ ଅଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : 15 ହଜାର ଲାଞ୍ଚ ନେଇ ପୋଷ୍ଟାଲ ଇନ୍ସପେକ୍ଟର ସିବିଆଇ ଟିମ୍ ଦ୍ବାରା ଗିରଫ ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଷ୍ଟାଲ ସବ ଡିଭିଜୋନାଲ ଇନ୍ସପେକ୍ଟର ସଂଜିତ ବେହେରାଙ୍କୁ 15 ହଜାର ଲାଞ୍ଚ ନେବା ବେଳେ ଗିରଫ କଲା ସିବିଆଇ। ରରୁଆଁ ବ୍ଲକ ଝାଡ଼ଗୁସ୍ତା ଜିପି ପୋଷ୍ଟାଲ ବ୍ରାଞ୍ଚ ମାଷ୍ଟର ସୁକାନ୍ତ ମହାକୁଡ଼ଙ୍କ ପାଖରୁ ଏକ ବିଲ୍ ପାସ୍ କରିବା ନେଇ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଲେ। ବର୍ତମାନ ରାଇରଙ୍ଗପୁର ହେଡ଼ ପୋଷ୍ଟ ଅଫିସରେ ସିବିଆଇ ର ଚଢ଼ାଉ ଜାରି ରହିଛି । ଇନ୍ସପେକ୍ଟର ସଂଜିତ ବେହେରାଙ୍କ ନିଜ ବାସଭବନ ବିଜାତଳା ବ୍ଲକ ଜାମୁଡାଳି ଗ୍ରାମରେ ଚଢ଼ାଉ ସହ ଶଶୁର ଘର ଇଚିଣ୍ଡା ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ରହିଛି । ସିବିଆଇ ର 12 ଜଣିଆ ଟିମ ଏହି ଚଢ଼ାଉ ରେ ସାମିଲ ଅଛନ୍ତି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.