ETV Bharat / state

ଟ୍ରେନ ଆଗକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ - suicide

ଟ୍ରେନ ଆଗକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ। ଗରୁତର ଅବସ୍ଥାରେ ମୃତ୍ୟୁ ସହ ଲଢୁଛନ୍ତି। ଏଭଳି ଘଟଣା ଦେଖିବାକୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନସ୍ଥ ସାନପାଖଣା ପାଖ ବଡବଣ ରେଳଲାଇନ ପୋଲ ନିକଟରେ।

ଫେଟା ସୌଜନ୍ୟ-ସମ୍ବାଦଦାତା , ରାଇରଙ୍ଗପୁର
author img

By

Published : Feb 9, 2019, 7:57 PM IST

ରାଇରଙ୍ଗପୁର: ଟ୍ରେନ ଆଗକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ । ଗରୁତର ଅବସ୍ଥାରେ ମୃତ୍ୟୁ ସହ ଲଢୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅଧିନସ୍ଥ ସାନପାଖଣା ନିକଟସ୍ଥ ବଡବଣ ରେଳଲାଇନ ପୋଲ ନିକଟରେ। ଗୁରୁତର ହୋଇଥିବା ବୃଦ୍ଧା ଜଣଙ୍କ ସାନପାଖଣାଗ୍ରାମର ଯମୁନା ଲୋହାର (୬୦)।

ବାଦାମପାହାଡରୁ ଟାଟା ନଗର ଅଭିମୁଖେ ଯାଉଥିବା ଟ୍ରେନଟି ଦିନ ପ୍ରାୟ ୧୧.୩୫ ସମୟରେ ସାନପାଖଣା ନିକଟସ୍ଥ ବଡବଣ ରେଳ ଲାଇନ ପୋଲ ଅତିକ୍ରମ କରୁଥିଲା। ଏହି ସମୟରେ ଯମୁନା ନିଜ ଜୀବନ ହାରିବା ଉଦ୍ଦେଶ୍ୟରେ ଟ୍ରେନ ସମ୍ମୁଖକୁ ଡେଇଁ ପଡିଥିଲେ। ଫଳରେ ଦ୍ରୁତ ବେଗରେ ଯାଉଥିବା ଟ୍ରେନ ସହ ପିଟି ହୋଇଯିବାରୁ ସେ କ୍ଷତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ।

ଚେତାଶୂନ୍ୟ ହୋଇପଡିଯିବା ପରେ ଯମୁନାଙ୍କୁ ରେଳ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଅଁଳାଯୋଡି ରେଲୱେ ଷ୍ଟେସନକୁ ଆଣିଥିଲେ । ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କ ଚିକିତ୍ସା ଜାରି ରହିଛି। ମାନସିକ ଭାରସ୍ୟାମ ହରାଇ ମହିଳା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

SLUG. ଓକିଲ ଆନ୍ଦୋଳନ କୁ ସୋସିଆଲ ମିଡିଆରେ ସମାଲୋଚନା କରିବାରୁ ଯୁବକ ଗିରଫ।
Format-ABV.
Reporter.Badsah Jusman Rana.
Date.08 .02.18.
Place.Sambalpur.

Anchor. ସୋସିଆଲ ମିଡ଼ିଆ ଫେସବୂକ ରେ ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ଆନ୍ଦୋଳନ ବିଷୟରେ ନିଜସ୍ୱ ମନ୍ତବ୍ୟ ରଖିବା ସହ ସମାଲୋଚନା କରିବା ପଡିଲା ମହଙ୍ଗା। ଓକିଲ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ନିଜ ମତବ୍ୟ ରଖିବା ସହ ସମାଲୋଚନା କରି ପୋଷ୍ଟ କରିଥିବାରୁ  ସମ୍ବଲପୁର ବୁର୍ଲା ମଣ୍ତଳ ବିଜେପି ଯୁବ ମୋର୍ଚା ସଭାପତି ପ୍ରଭାସ ପୃସେଠ ଙ୍କୁ  ଆଜି ବୁର୍ଲା ପୋଲିସ ଗିରଫ କରିଛି  ।  ଗତ 5 ମାସ ହେଲା  ପଶ୍ଚିମ ଓଡିଶା ହାଇକୋଟ ବେଂଚ ପାଇଁ ଆନ୍ଦୋଳନରତ ରହିଛନ୍ତି ଓକିଲ ମାନେ।ଓକିଲ ମାନେ ପ୍ରଥମେ କହିଥିଲେ ଯେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀ ଙ୍କୁ ଏଠାରେ  କାର୍ଯ୍ୟକ୍ରମ କରାଇଦିଆ ଯିବ ନାହିଁ ବୋଲି। ତେବେ ଗତ 1 ତାରିଖ ସମ୍ବଲପୁର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରେ କାହିଁକି ବିରୋଧ କରାଗଲାନାହିଁ  ବୋଲି କହିବା ସହ ଓକିଲ ଆନ୍ଦୋଳନ ସୋସିଆଲ ମିଡିଆରେ ସମାଲୋଚନା କରି ପୋଷ୍ଟ କରିଥିଲେ ପ୍ରଭାସ ପୃସେଟ।5 ମାସ ହେଲା ସରକାରୀ କାର୍ଯ୍ୟାଳୟ ,କୋର୍ଟ କଚେରୀ ବନ୍ଦ ରହିଥିବା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା  ଭୋଗ କରୁଛନ୍ତି ବୋଲି କହିଛନ୍ତି ପ୍ରଭାସ।ଯେତେ ଦିନ ପର୍ଯ୍ୟନ୍ତ ଏ ସବୁ ଖୋଲା ନ ହେବ ସେ ଅନଶନ ରେ ରହିବେ ଓ ବେଲ ପାଇଁ ଆବେଦନ କରିବେନି ବୋଲି  କହିଛନ୍ତି।ଓକିଲ ସଂଘର ର ଚାପରେ ପୋଲିସ ତାଙ୍କୁ ଗିରଫ କରିଥିବାର ପ୍ରଭାସ କହିଛନ୍ତି। ଓକିଲ ସଂଘ ସଂପାଦକ ପ୍ରଭାଷ ଙ୍କ ବିରୁଦ୍ଧରେ ବୁର୍ଲା ଥାନାରେ ଅଭିଯୋଗ  କରିଥିବା ରୁ ଆଜି ବୁର୍ଲା ପୋଲିସ ଭୋର ସକାଳୁ ପ୍ରଭାଷ ଙ୍କୁ ଗିରଫ  କରିଛି  ।ଅପରାହ୍ନରେ ସମ୍ବଲପୁର ଅଣାଯାଇ ପ୍ରଭାସଙ୍କୁ ଟାଉନ ଥାନାରେ ରଖି କୋର୍ଟ ଚାଲାଣ କରାଯାଇଛି। ଏହି ଗିରଫଦାରୀ କୁ ନେଇ  ଭିନ୍ନ ଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ଆସିଛି।

Byte - ପ୍ରଭାସ ପ୍ରୁସେଠ, ବୁର୍ଲା ମଣ୍ଡଳ ବିଜେପି ଯୁବ ମୋର୍ଚା ସଭାପତି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.